ବିଦ୍ୟାଦାତ୍ରୀ ମା’ ସରସ୍ବତୀ
ପ୍ରିୟ କୁନି ପିଲାମାନେ
ଆଜି ହେଉଛି ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ମାତା ସରସ୍ୱତୀଙ୍କର ଅନ୍ୟ ନାମ ହେଲା ବୀଣା ପୁସ୍ତକ ଧାରିଣୀ,…