Latest Odisha News

BREAKING NEWS

Browsing Tag

Satkosia

ସାତକୋଶିଆରୁ ଚାଲି ଆସିଥିବା କୁମ୍ଭୀର ଗାଁ ପୋଖରିରୁ ବର୍ଷେ ପରେ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗାଁ ପୋଖରି କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ବର୍ଷକ ତଳେ କୁମ୍ଭୀରଟି ଗାଁ ପୋଖରିକୁ ଚାଲି ଆସିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ଅସନ୍ତୋଷ ତେଜିଥିବା ବେଳେ କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ…

ସାତକୋଶିଆରୁ ଆସିଲା ଖୁସି ଖବର, ଅଣ୍ଡା ଫୁଟି ବାହାରିଲେ ଘଡ଼ିଆଳ ଛୁଆ

ଅନୁଗୁଳ: ସାତକୋଶିଆରୁ ଆସିଛି ଖୁସି ଖବର । କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ବାହାରିଛନ୍ତି ଘଡ଼ିଆଳ କୁମ୍ଭୀର । ମା’ କୁମ୍ଭୀର ସହ ଛୁଆ ଗୁଡ଼ିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ…

[ଦେଖନ୍ତୁ ଭିଡିଓ] ବନ୍ୟା ପାଣିରେ ୨ ଦିନ ହେଲା ଉବୁଟୁବୁ ସାତକୋଶିଆ

ଅନୁଗୁଳ: ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଳକରେ ବନ୍ୟା ପାଣି ପଶିଛି । ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡ଼ି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବଢ଼ୁଥିବାରୁ ଅନୁଗୁଳ ଜିଲ୍ଲାର କେତେକ…

ସାତକୋଶିଆରେ ବିରଳ ପ୍ରଜାତି ହାତୀର ମୃତ୍ୟୁ

ଭୁବନେଶ୍ୱର : ସାତକୋଶିଆ ଅଭୟାରଣ୍ୟ ନିକଟରୁ ସୋମବାର ଦିନ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । https://youtu.be/DsfPzfBvGJg ମୃତ ହାତୀଟି ବିରଳ ମାଖାନା (ଦାନ୍ତ ନଥିବା ଅଣ୍ଡିରା) ହାତୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ହାତୀଟି ଅନେକ ଦିନ ହେଲା ଅସୁସ୍ଥ ରହିବା…