Latest Odisha News

BREAKING NEWS

Browsing Tag

school admission

ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ଭୁବନେଶ୍ୱର: ରାଜ୍ୟର କୌଣସି ବିଦ୍ୟାଳୟରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଏନେଇ ମଙ୍ଗଳବାର ସବୁ ଜିଲ୍ଲା ଅଧିକାରୀଙ୍କୁ ଚିଠି କରିଛନ୍ତି । ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ ନାମଲେଖା ଜାରି ରହିଛି ।…

ଓଡିଶା ସମ୍ବାଦ ପ୍ରଭାବ, ଦୂର ହେଲା ଆଡ଼ମିଶନ ଦ୍ବନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଗୁଡିକରେ ଆଡ଼ମିଶନକୁ ନେଇ ଦ୍ବନ୍ଦ୍ବ ଦୂର ହୋଇଛି। ୫ ବର୍ଷରୁ ୭ ବର୍ଷ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ କରିପାରିବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାତୀୟ ଶିକ୍ଷାନୀତି ଅନୁଯାୟୀ ୬ ବର୍ଷରେ ପ୍ରଥମ ଶ୍ରେଣୀରେ…

ସ୍କୁଲରେ ପିଲାଙ୍କୁ ଆଡ଼ମିଶନ ମନା !

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହୋଇଛି। କୋଭିଡ ସ୍ଥିତି ଯୋଗୁ ବିଗିଡି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣିଥରେ ଟ୍ରାକକୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଶିକ୍ଷାବର୍ଷ ଆରମ୍ଭରୁ ସମସ୍ୟା ଆରମ୍ଭ ହୋଇଛି। ପ୍ରଥମ ଶ୍ରେଣୀରେ ପିଲାଙ୍କୁ ଆଡ଼ମିଶନ ଦିଆଯାଇ ପାରୁ ନ ଥିବା…