Latest Odisha News

BREAKING NEWS

ଓଡିଶା ସମ୍ବାଦ ପ୍ରଭାବ, ଦୂର ହେଲା ଆଡ଼ମିଶନ ଦ୍ବନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଗୁଡିକରେ ଆଡ଼ମିଶନକୁ ନେଇ ଦ୍ବନ୍ଦ୍ବ ଦୂର ହୋଇଛି। ୫ ବର୍ଷରୁ ୭ ବର୍ଷ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ କରିପାରିବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାତୀୟ ଶିକ୍ଷାନୀତି ଅନୁଯାୟୀ ୬ ବର୍ଷରେ ପ୍ରଥମ ଶ୍ରେଣୀରେ…

‘ରାହୁଲ’ ଦଣ୍ଡ ଭୋଗିଲେ ସଫଳ, ଦଣ୍ଡ କମିଲେ ବିଫଳ !

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଓ ସଦସ୍ୟ ପଦ ରଦ୍ଦ ଘଟଣା କେଉଁ ମୋଡ଼ ନେବ। ଆଇନଗତ ଲଢେଇ ପାଇଁ କଂଗ୍ରେସ ନିଷ୍ପତ୍ତି ନେବା ସହ ସେ ଦିଗରେ ଆଗେଇଛି। କିନ୍ତୁ ଏହା କଂଗ୍ରେସ ପାଇଁ ଲାଭଦାୟୀ ହେବ ନା ପୁଣି ସ୍ଥିତିକୁ ସାଧାରଣ କରିଦେବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ରାହୁଲଙ୍କୁ…

‘ରାହୁଲ’ ଯେଉଁ କର୍ଣ୍ଣାଟକ ନେଇଛି ସେହି କର୍ଣ୍ଣାଟକ ଦେବ !

ଭୁବନେଶ୍ୱର: ଦେଶବ୍ୟାପୀ ଏବେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଯେଉଁ କର୍ଣ୍ଣାଟକରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ମୋଦି ସାଙ୍ଗିଆ ମନ୍ତବ୍ୟକୁ ନେଇ ରାହୁଲ ଦଣ୍ଡିତ ହେବା ସହ ସଦସ୍ୟ ପଦ ହରାଇଛନ୍ତି ସେହି କର୍ଣ୍ଣାଟକରେ…

ଆଗ୍ରେସିଭ ରାଜ୍ୟ ବିଜେପି, କେନ୍ଦ୍ରର ସହଯୋଗ ମିଳିବ ତ?

ଭୁବନେଶ୍ୱର: ଆକ୍ରମଣତ୍ମକ ମୁଦ୍ରାରେ ରାଜ୍ୟ ବିଜେପି। ନୂଆ ଆଗ୍ରେସିଭ ଟିମକୁ ନେଇ ଆଗାମୀ ସାଧାରଣ ନିର୍ବାଚନରେ ଶାସନକୁ ଆସିବାକୁ ଯୋଜନା କରୁଛି ଦଳ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶାସକ ଦଳ ଉପରେ ଲଗାତର ବର୍ଷି ଚାଲିଛନ୍ତି। ବହୁ ସମ୍ବେଦନଶୀଳ ପ୍ରସଙ୍ଗରେ ଶାସକ ଦଳର ମଙ୍ଗୁଆଳଙ୍କୁ…

ଗେମଚେଞ୍ଜର ହେବ ରାହୁଲ ପ୍ରସଙ୍ଗ !

ଭୁବନେଶ୍ୱର: ମାତ୍ର ଅଳ୍ପ କିଛି ସମୟରେ ବଦଳିଯାଇଛି ଦେଶର ରାଜନୈତିକ ଚିତ୍ର। ଯିଏ ବ୍ୟାକଫୁଟରେ ଥିଲା ସେ ଫ୍ରଣ୍ଟଫୁଟରେ ଆଉ ଯିଏ ଫ୍ରଣ୍ଟରେ ଥିଲା ସେ ବ୍ୟାକରେ। ରାହୁଲଙ୍କ ପ୍ରସଙ୍ଗ ପରେ ଏବେ ଦେଶରେ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ଓ…

ବିରୋଧୀ ଏକାଠି, ବିଜେଡି ନିରବ କାହିଁକି ?

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ବିଜେଡିର ନୀରବତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଜେଡି ସବୁବେଳେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଜାତୀୟ ସ୍ତରରେ ସମଦୁରତା ଅବଲମ୍ବନ କରିବା କଥା କୁହେ। କିନ୍ତୁ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ନିରବ ରହିବା…

ପଦ ଗଲା, ଭାରି ପଡିବେ କି ରାହୁଲ ?

ଭୁବନେଶ୍ୱର: ଜାତୀୟ ରାଜନୀତିରେ ଯାହା ଦୀର୍ଘ ଦିନ ଧରି ଦେଖାଯାଉ ନ ଥିଲା ଏବେ ତାହା ଦେଖିବାକୁ ମିଳିଛି। ଯେଉଁ ନେତାଙ୍କୁ ନନସିରିୟସ ବୋଲି କୁହାଯାଉଥିଲା ସେ ଏବେ ଦେଶର କୋଣ କୋଣରେ ଚର୍ଚ୍ଚାରେ। ସେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କୁ ବିରୋଧୀ ନନ ସିରିୟସ ଲିଡ଼ର, ପପୁ…

କଂଗ୍ରେସରେ ବଢୁଛି ବିଜୟଙ୍କ ଗୁରୁତ୍ବ

ଭୁବନେଶ୍ୱର: କଂଗ୍ରେସରେ ସମସ୍ତେ ଏବେ ବିଜୟ ମୁହାଁ। ଦୀର୍ଘ ଦିନ ଧରି ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ନେତାଙ୍କ ପାଇଁ ବିଜୟ ହିଁ ସଂଜୀବନୀ ହେବେ ବୋଲି ଧାରଣା ସୃଷ୍ଟି ହୋଇଛି। ସେଥିପାଇଁ ବିଜୟଙ୍କ ନିକଟରେ ଏବେ ଭିଡ଼ ଦେଖିବାକୁ ମିଳୁଛି। ଆମେ କହୁଛୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା…

‘ନବୀନଙ୍କ ପ୍ରତିକ୍ରିୟା’ ଜୟନାରାୟଣ ଇଫେକ୍ଟ ନୁହେଁ ତ ?

ଭୁବନେଶ୍ୱର: ଗଣମାଧ୍ୟମରେ ନବୀନଙ୍କ ପ୍ରତିକ୍ରିୟାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀଙ୍କ ବାରମ୍ବାର ଟାର୍ଗେଟ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ମୁହଁ ଖୋଲିନାହାଁନ୍ତି। ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ…

ରାଜନୀତିର ପଶାପାଲିରେ ଓବିସି !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତି ସେତିକି ତୀବ୍ର ହେଉଛି। ଏବେ ଓବିସି ଜନଗଣନାକୁ ନେଇ ରାଜନୀତି ସରଗରମ। ଓବିସି ବର୍ଗର ସ୍ୱତନ୍ତ୍ର ଜନଗଣନା ପାଇଁ ପୂର୍ବରୁ ଦାବି ହୋଇ ଆସୁଛି। ସେମାନଙ୍କ ଗଣନା ସହ ସଂରକ୍ଷଣ ଆଦି ପ୍ରସଙ୍ଗକୁ ନେଇ ଶାସକ…