Latest Odisha News

BREAKING NEWS

Browsing Tag

Search Operation

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ: ସମୁଦ୍ର ସ୍ନାନ ବେଳେ ଅଘଟଣ । ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ଯୁବକ । ଯାଜପୁର ଜିଲ୍ଲା ମାଳସାହି ଅଞ୍ଚଳର ଆୟୁଷ ଜେନା ସମୁଦ୍ରରେ ଭାସି ଯାଇଛନ୍ତି । ଆୟୁଷ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ ବେଳେ ଭାସି ଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ ନିଖୋଜ…

ଦିଲ୍ଲୀରେ ପଶିଛନ୍ତି ୪ ଜଣ ଜୈସ ଓ ଲସ୍କର ଆତଙ୍କୀ

ଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କୀ ହମଲା ପାଇଁ ଯୋଜନା । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ସୂଚନା ମିଳିଛି । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ । ସମସ୍ତ ଗେଷ୍ଟ ହାଉସ୍, ହୋଟେଲରେ ଖୋଳତାଡ ଚାଲିଛି ।…