Latest Odisha News

BREAKING NEWS

Browsing Tag

SEC

ପୌର ନିର୍ବାଚରେ ରହିବ ନାହିଁ କୋଭିଡ କଟକଣା

ଭୁବନେଶ୍ୱର: ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ଦିନ । ୧୮୯୯ ୱାର୍ଡରେ ପୌର ନିର୍ବାଚନ ହେବ । ଏଥିପାଇଁ ୪୪୭୫ଟି ବୁଥ ପ୍ରସ୍ତୁତ ରହିଛି । ପୌର ନିର୍ବାଚନ ପ୍ରଚାର ସମୟରେ କୌଣସି କୋଭିଡ କଟକଣା ରହିବ ନାହିଁ । ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ…

କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପ୍ରଶ ପ୍ରକାଶ ପାଇସାରିଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । କେତେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ଲଢ଼ୁଛନ୍ତି ସ୍ପଷ୍ଟ ହୋଇ ସାରିଛି । ଆଉ ଆଉ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ତାହାର ତାଲିକା ଜାରି…

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି, ନିଜ ଜିଲ୍ଲାରେ ସାମିଲ ହୋଇପାରିବେ ନାହିଁ ନେତା ଓ ମନ୍ତ୍ରୀ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ପାଇଁ ଜାରି ହୋଇଛି ଗାଇଡ୍‌ଲାଇନ୍ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏବଂ ଏହି ସମୟରେ ସାଧାରଣତଦନ୍ତ୍ର ଦିବସ ପଡୁଥିବାରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ମାର୍ଗଦର୍ଶିକା ଜାରି…

ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ ବଡ ଘୋଷଣା , ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା । ପୂର୍ବରୁ ରହିଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଯାଇଛି । ନିର୍ବାଚନ ଡ଼୍ୟୁଟିରେ ମୃତ୍ୟୁ ହେଲେ ଏଣିକି ମିଳିବ ୩୦ ଲକ୍ଷର ଅନୁକମ୍ପା ରାଶି । ହିଂସା, ଅସାମାଜିକ ଲୋକଙ୍କ ଆକ୍ରମଣ,…

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର, ଆସନ୍ତାକାଲି ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌ । ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ସଂପର୍କିତ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏହାସହ ଆସନ୍ତାକାଲି ଘୋଷଣା…