Latest Odisha News
Browsing Tag

shabd tunira

ଚାଲ, ଚନ୍ଦ୍ରର ଖଣି ସମ୍ପତ୍ତି ଚଳୁ କରିବା !

ମାୟାଧର ନାୟକଙ୍କ ସ୍ତମ୍ଭ ‘ଶବ୍ଦ ତୂଣୀର’ ଏବେ ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ମିଳିଲାଣି ବୋଲି ଚନ୍ଦ୍ରାୟନ-୩ ଜରିଆରେ ‘ଇସ୍ରୋ’ କହୁଛି । ସେଠାକୁ ଯାଇ ଖଣିଖୋଳିଲେ ମୃତ୍ୟୁ ହେବନି । ସେହି ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ (ସଲଫର), ଆଲୁମିନିୟମ୍‍, କ୍ୟାଲସିୟମ୍‍, ଲୌହ, କ୍ରୋମିୟମ୍‍ ଓ…

ଶପଥ ହିଁ ସମାଧାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ମାୟାଧର ନାୟକଯେଉଁଠି ଭୋକ ଆଉ ରୋଗ ନଥିବ, ସେଇଭଳି ପୃଥିବୀ ଆବଶ୍ୟକ । ଭୋକ, ରୋଗ ଏ ଧରଣୀବକ୍ଷରୁ ପୋଛିଦେବାକୁ ହେବ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍‍ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ…

ଧନବାଦୀ ଦୁନିଆରେ ଜନବାଦୀ ସାହିତ୍ୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଧନବାଦୀ ସମାଜ ମୁଷ୍ଟିମେୟ ମୁନାଫାଖୋର ମହାଜନ ଓ ମାଫିଆର ମିଳିତ ଚକ୍ର ଦ୍ୱାରା ଚାଳିତ ଓ ପରିଚାଳିତ ଏକ ଜଡ଼ବାଦୀ ସମାଜ  । ଚେତନା ଉପରେ ଧଳା ଚାଦରଟାଏ ଢାଙ୍କିଦେଇଥିବା ଏ ସମାଜର ମୂଳଧନ ହେଉଛି ଗୁପ୍ତଧନ  । ଏ ଗୁପ୍ତଧନ ଆସିଥାଏ କେଉଁଠୁ…

ସମୟର ସଭାକବି ସଚ୍ଚି ରାଉତରାୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ତାହା ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ । ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ…

ବିଧାନସଭା କ’ଣ କୁରୁକ୍ଷେତ୍ର ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଆମର ଏ ପ୍ରିୟ ରାଜ୍ୟ ଓଡ଼ିଶା ଖଣିଜ, ବନ, ଜଳ ସମ୍ପଦର ବିଶାଳ ଭଣ୍ଡାର । କିନ୍ତୁ ଶିଳ୍ପ ଓ କୃଷି କ୍ଷେତ୍ରରେ ଆଶାନୁରୂପ ଅଗ୍ରସର ହୋଇପାରୁନାହିଁ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ ଜମିରେ…

ସଂସ୍କୃତିର ସଙ୍ଗମ କ୍ଷେତ୍ର ଦକ୍ଷିଣ ଓଡ଼ିଶା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା , ତୃପ୍ତତାର ଓଡ଼ିଶା ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଙ୍ଗଲରୁ ଆରମ୍ଭ କରି ପାହାଡ ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ…

ଓଡ଼ିଶାବାସୀ ଦୀନ ଦରିଦ୍ର କାହିଁକି ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଭାରତବର୍ଷର ଗୋଟାଏ କଡରେ ଗାଆଁକନିଆ ସିଂଘାଣିନାକୀ ପରି ଦୀର୍ଘକାଳ ହେଲା ପଡିରହିଛି ଆମର ଏ ଓଡ଼ିଶା ଭୂଇଁ । ଏ ଦେଶର ଦରିଦ୍ର ରାଜ୍ୟ ଭାବରେ ଓଡିଶା ସଂପର୍କରେ ବେଶ୍ କିଛି ଲାଂଛନାର ଲିପି ଲେଖିଯାଇଛନ୍ତି ଗବେଷକମାନେ । ଓଡ଼ିଶାକୁ ନିଜ ଘର…

ଯେତେ ଜୀବନ, ସେତେ ଉପନ୍ୟାସ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ  । କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ…