ସ୍ୱଳ୍ପ ଗଳ୍ପ : ଏମିତି ଏକ ଯୁଦ୍ଧ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୭
ଏହି ଯୁଦ୍ଧ ଟି ସମ୍ପର୍କରେ ତେଣୁ କେବଳ ଗୋଟିଏ ବାକ୍ୟ କହିଲେ ଯଥେଷ୍ଟ ହେବ । ଏହି ଯୁଦ୍ଧଟି ପୃଥିବୀରେ ସ୍ୱାଭାବିକ ଭାବରେ ସଞ୍ଚାଳିତ ହୋଇଥିବା ସବୁଠାରୁ ଅସ୍ୱାଭାବିକ ଯୁଦ୍ଧ ।
୧୯୩୨ ମସିହା ନଭେମ୍ବର ମାସ ର ୨…