Latest Odisha News

BREAKING NEWS

Browsing Tag

Shortage of Vaccine

ରାଜ୍ୟର ୩ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ, ଯାହା ଅଛି ୨-୩ ଦିନରେ ସରିଯିବ

ଭୁବନେଶ୍ୱର: କରୋନା କେସ୍ ବଢୁଛି । ଟିକା ଯୋଗାଣ କମିଛି । ରାଜ୍ୟରେ ଏବେ ବି ଟିକାର ଅଭାବ । ଏଥିପାଇଁ ୩ଟି ଜିଲ୍ଲା ଝାରସୁଗୁଡା, ନୂଆପଡ଼ାଓ  କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ମୋଟ୍ ୧୫ଶହ ଟୀକାକରଣ କେନ୍ଦ୍ର ଅଛି । ଏଥିରୁ ଟିକା ନଥିବାରୁ ୧୦୭୩ଟି ସେଣ୍ଟରକୁ ବନ୍ଦ…

ରାଜ୍ୟରେ ଟିକାର ଘୋର ଅଭାବ: ୪୦୦ କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ବ୍ୟାପୁଛି । ଅନ୍ୟପଟେ ରାଜ୍ୟରେ ଟିକାର ଘୋର ଅଭାବ । ଟିକା ନଥିବାର ରାଜ୍ୟରେ ଏବେ ୪୦୦ଟି କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଏନହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଆବଶ୍ୟକ ଟିକା ନଥିବାରୁ ଟିକାକରଣ ଲକ୍ଷ୍ୟ…

ରାଜ୍ୟରେ ଟିକାର ନିଅଣ୍ଟିଆ ସ୍ଥିତି: ଅଧିକ ନଆସିଲେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ୱର: ସେକେଣ୍ଡ ଓ୍ୱେଭ ସାଂଘାତିକ ହେଉଥିବା ବେଳେ ଜୋରଦାର ହୋଇଛି ଟିକାକରଣ ଅଭିଯାନ । ଏବେ ଓଡ଼ିଶାରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଟିକାକରଣ ତ୍ୱାରାନ୍ୱିତ ହୋଇଥିବା ବେଳେ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ସ-ଷ୍ଟି ହୋଇଛି । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ…