Latest Odisha News
Browsing Tag

Shutdown

ଆସନ୍ତା ୩ ତାରିଖରୁ ୫ ଯାଏଁ ମାଲକାନଗିରି ସଟଡାଉନ୍

ମାଲକାନଗିରି: ମାଲକାନଗିରିରେ ହେବ ଦୁଇ ଦିନିଆ ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ମାଲକାନଗିରି ସଟଡାଉନ୍ ହେବ । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ…

ସଟ୍‌ଡାଉନ ବୃଦ୍ଧି ନେଇ ଗୁଜବକୁ ଖଣ୍ଡନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ବ୍ୟତୀତ ସଟ୍‌ଡାଉନ୍ ବୃଦ୍ଧି କରାଯିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ୍ତ ଜେନା । ଅନ୍ୟଦିନ ସଟ୍‌ଡାଉନ୍ ବୃଦ୍ଧି ହେବା ନେଇ…

ସଟ୍‌ଡାଉନ ସମୟରେ ଭୁବନେଶ୍ୱରେ ଖୋଲିବନି ପାର୍କ

ଭୁବନେଶ୍ୱର: ସଟଡାଉନ ବେଳେ ଭୁବନେଶ୍ୱରେ ଖୋଲିବନି ପାର୍କ । ଶନିବାର ଓ ରବିବାର ରାଜଧାନୀର ସବୁ ପାର୍କ ବନ୍ଦ ରହିବ । ଏନେଇ ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ ସବୁ ଦିନରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ପାର୍କ ଖୋଲିବ ।…

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଚଢାଦରରେ ହୋମ୍ ଡେଲିଭରି କରୁଥିବା ସଂସ୍ଥାକୁ ଧରିବ ବିଏମସି

ଭୁବନେଶ୍ୱର: ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ କିଛି ହୋମ୍ ଡେଲିଭରି ସଂସ୍ଥା ଗୁଡ଼ିକ ବଜାର ଦରଠାରୁ ଅଧିକ ଚଢା ଦରରେ ସାମଗ୍ରୀ ବିକ୍ରି କରୁଥିବାର ଅଭିଯୋଗ ଆସୁଛି । ଏହି ଅସାଧୁ ହୋମ ଡେଲିଭରି ସଂସ୍ଥାଗୁଡ଼ିକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ଧରିବା ସହିତ…

ଭଦ୍ରକରେ କଡ଼ାକଡ଼ି ହେଲା ସଟ୍‌ଡାଉନ୍‌: ସ୍ଥିତି ପରଖିଲେ ଡିଜିପି

ଭଦ୍ରକ: ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଚାଲିଛି ସଟ୍‌ଡାଉନ୍ । ଭଦ୍ରକରେ ୩ଟି କରୋନା ପଜିଟିଭ୍ କେସ୍ ଚିହ୍ନଟ ହେବାପରେ ଏବେ ସହରରେ କଡ଼ାକଡ଼ି ଭାବେ ସଟ୍‌ଡାଉନ୍ ପାଳିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସଟ୍‌ଡାଉନ୍ କିପରି ସଫଳ ହୋଇପାରିବ…