Latest Odisha News

BREAKING NEWS

Browsing Tag

siddaramaiah

ଅର୍ଥ ହେରଫେର ମାମଲାରେ ସିଦ୍ଧରମେୟାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ମୁଦା ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଅଡୁଆ ବଢିପାରେ। ଇଡି ପିଏମଏଲଏ ଅଧୀନରେ ଏକ ମାମଲା ରୁଜୁ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ନିୟମକୁ ବେଖାତିର କରି…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି। ମୈସୁର ଅର୍ବାନ…

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି। ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ…

‘ଲୋକସଭା ନିର୍ବାଚନରେ ବିଜେପି ଭୋଗିବ କର୍ଣ୍ଣାଟକ ଦଶା’

ଭୁବନେଶ୍ୱର: ବେଙ୍ଗାଲୁରୁରେ ବିରୋଧୀ ଏକତା ବୈଠକ ଅବସରରେ ଏକ ବଡ଼ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଗୋଟିଏ ଦଳ ବିରୋଧରେ ଏତେ ବିରୋଧୀ ଦଳ ଏକାଠି ହେଉଛନ୍ତି ବୋଲି ବିଜେପି ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସିଦ୍ଦରମେୟା ବିଜେପିକୁ କଡା ଜବାଵ ଦେଇଛନ୍ତି। କିଛି ମାସ…

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ…

ରାହୁଲଙ୍କ ସବୁଠୁ ପ୍ରିୟ ସୁନୀଲ କାନୁଗୋଲୁ

ଭୁବନେଶ୍ୱର: କଂଗ୍ରେସର ବ୍ଲୁଆଏଡ଼ ବୟ ସୁନୀଲ କାନୁଗୋଲୁଙ୍କୁ ଏବେ ଦଳ ପୁରସ୍କୃତ କରିଛି। ସୁନୀଲଙ୍କୁ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୁରା କଂଗ୍ରେସର ନବ କଳେବରର ବିନ୍ଧାଣି ବୋଲି କୁହାଯାଉଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାଠୁ ଆରମ୍ଭ କରି କର୍ଣ୍ଣାଟକର ବଡ଼ ସଫଳତା ସବୁ ପାଇଁ…

କର୍ଣ୍ଣାଟକର ଗ୍ୟାରେଣ୍ଟି, ସବୁଆଡେ ଜିତାଇବ!

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୫ ଟି ଗ୍ୟାରେଣ୍ଟି ପୂରଣ ପାଇଁ ବଢୁଛି ଚାପ। ଲୋକଙ୍କଠୁ ଆରମ୍ଭ କରି ବିରୋଧୀ ଚାପ ପକାଉଥିବା ବେଳେ ଖୋଦ ଦଳୀୟ ହାଇକମାଣ୍ଡଙ୍କ ପକ୍ଷରୁ ମଧ୍ୟ ତୁରନ୍ତ ଗ୍ୟାରେଣ୍ଟି ପୂରଣ ପାଇଁ କୁହାଯାଇଛି। ଯାହାକୁ ନେଇ ସିଦ୍ଦରମେୟା ସରକାରଙ୍କ ଚିନ୍ତା…

କ୍ୟାବିନେଟ୍ ସମ୍ପ୍ରସାରଣ କଲେ ସିଦ୍ଦରମୈୟା, ମନ୍ତ୍ରୀ ଭାବେ ଶପଥ ନେଲେ ୨୪ ଜଣ

ବେଙ୍ଗଳୁରୁ: କର୍ଣ୍ଣାଟକରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି । ଶନିବାର ହୋଇଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ କଂଗ୍ରେସ ନେତା ଏଚକେ ପାଟିଲ୍, କୃଷ୍ଣା ଗୌଡ଼ା କର୍ଣ୍ଣାଟକର ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨୨…

ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଫେସବୁକ୍ ପୋଷ୍ଟ, ଚାକିରିରୁ କାଢ଼ିଦେଲେ ସିଦ୍ଦରମୈୟା

ବେଙ୍ଗଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କୁ ଭାରି ପଡ଼ିଛି । ଶିକ୍ଷକ ଜଣଙ୍କ କର୍ଣ୍ଣାଟକର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଓ ସେହି ସମୟରେ ହୋଇଥିବା ଋଣର ତର୍ଜମା କରିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ,…

ଚକ୍ରବ୍ୟୁହରେ ସିଦ୍ଦରମେୟା, ଫସିବେ ନା ଖସିବେ ?

ଭୁବନେଶ୍ୱର: ବହୁ ପ୍ରତିଯୋଗିତା ମଧ୍ୟରେ ରେସରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଦାୟିତ୍ୱ ଗ୍ରହଣ ସହ ମନ୍ତ୍ରୀମଣ୍ଡଳ ଗଠନ ଓ ସମନ୍ୱୟ ରକ୍ଷା…