ପିଶାଚ ସାଜିଲା ପୁଅ, ପରିବାରର ୪ ସଦସ୍ୟଙ୍କୁ ଛୁରି ଭୁଶି କଲା ହତ୍ୟା
ନୂଆଦିଲ୍ଲୀ : ରକ୍ତମୁଖା ହେଲା ପୁଅ । ଭୁଲିଗଲା ରକ୍ତ ସମ୍ପର୍କ । ଛାଡ଼ିଲାନି ନିଜ ବାପା, ମା, ଜେଜେମା, ଏବଂ ନିଜ ଭଉଣୀକୁ ସମସ୍ତଙ୍କୁ ଛୁରୀ ଭୁଶି ହତ୍ୟା କଲା । ଏଭଳି ଅମାନବୀୟ କାଣ୍ଡ ଘଟିଛି ଦିଲ୍ଲୀର ସାଉଥ ଓ୍ବେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର ।
ବଇରି ସାଜିଲା ଜନ୍ମକଲା ପୁଅ । ନିଜ ପରବାରର…