[ଭାଇରାଲ୍ ଭିଡିଓ] ଫଇସଲା କରିବାକୁ ଯାଇ ଫସିଲେ ଓକିଲ !
ରାଜସ୍ଥାନ: ସୋସିଆଲ୍ ମିଡିଆରେ ଭାଇରାଲ୍ ଜଣେ ବରିଷ୍ଠ ଓକିଲଙ୍କ ଭିଡିଓ । ଚାଲିଥିଲା ଭର୍ଚୁଆଲ୍ ଶୁଣାଣୀ । ହେଲେ ଶୁଣାଣୀ ମଝିରେ ବରିଷ୍ଠ ଓକିଲଙ୍କ କାରନାମା ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ୍ ହୋଇଛି ।
ପୁରୁଣା ନୁହେଁ, ଆଜିର ତାଜା ଖବର ! ୬ ଜଣ ବିଏସ୍ପି ବିଧାୟକ…