Latest Odisha News
Browsing Tag

snake rescued

ଆମ୍ବୁଲାନ୍ସରୁ ନାଗ ସାପ ଉଦ୍ଧାର

ଅନୁଗୁଳ: ଆମ୍ବୁଲାନ୍ସ ଭିତରେ ନାଗ । ଉଦ୍ଧାର ବେଳେ ନାକେଦମ୍ ହେଲେ ସାପ ଉଦ୍ଧାରକାରୀ । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡ଼ି କୋଶଳା, ନାଣ୍ଡିଛୋଡ଼ ଅଞ୍ଚଳରୁ…

[ଦେଖନ୍ତୁ ଭିଡିଓ] ବାଇକ ସିଟ୍ ତଳୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ପୁଣି ଗାଡି ଭିତରୁ ବାହାରିଲା ନାଗ ସାପ । ମୋଟର ସାଇକେଲ ସିଟ୍ ଭିତରେ ନାଗଟି ରହିଯାଇଥିବା ବେଳେ ବହୁ ସମୟ ସଂଘର୍ଷ ପରେ ଉଦ୍ଧାର ହୋଇଛି ନାଗ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ତଣ୍ଡିଲୋ ଗାଁରେ । ଗାଁର ଜଣେ ବ୍ୟକ୍ତି ନାଗାର୍ଜ୍ଜୁନ ରେଡ୍ଡୀ…

ଶିବ ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର

ଆଠଗଡ : ଶିବ ମନ୍ଦିର ଭିତରୁ ନାଗ ସାପ ଉଦ୍ଧାର । ଉଦ୍ଧାର ସମୟରେ ଫଣା ଟେକି ରହିଲା ନାଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ସମସରପୁର ପଞ୍ଚାୟତ ନଡୁଆପଡ଼ା ଶଙ୍କର୍ଷଣ ମନ୍ଦିର ରୋଷେଇ ଘରେ  । ଏକ ତିନି ଫୁଟର ନାଗ ସାପକୁ ଉଦ୍ଧାର ବେଳେ ସାପଟି ଫଣା ଟେକି ରହିଥିଲା । ଦୀର୍ଘ ସମୟ…

ଉଦ୍ଧାର ହେଲା ୮ ଫୁଟ୍ ଲମ୍ବର ଅଜଗର ସାପ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ୟାଙ୍କ କଲୋନୀରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ସାପ । ସ୍ଥାନୀୟ ବାସିନ୍ଦା ରବି ପତଙ୍ଗଙ୍କ ଘର ପଛପଟୁ ଏକ ୮ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ପରବର୍ତ୍ତୀ ସମୟରେ ସାପଟିକୁ ଉଦ୍ଧାର କରାଯାଇଥିବା ସୂଚନା । ଆଜି ସକାଳୁ ରବି ପତଙ୍ଗଙ୍କ ପରିବାର ଲୋକେ…

କାର ଚେଚିସରେ ଫସିଥିଲା ସାପ, ୩ ଘଣ୍ଟା କସରତ ପରେ ଉଦ୍ଧାର

ଭୁବନେଶ୍ୱର: କାର୍ ଭିତରେ ଫସିଥିଲା ସାପ । ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି ଗେଷ୍ଟ ହାଉସରେ ଥିବା ଚିତ୍ତରଞ୍ଜନ ବରାଳଙ୍କ କାରରୁ ସାପ ଉଦ୍ଧାର ହୋଇଛି । ଚିତ୍ତରଞ୍ଜନ ବରାଳ କାର ଷ୍ଟାର୍ଟ କରିବା ବେଳେ…

ନୂଆ ଜୀବନ ପାଇଲା ଗର୍ଭବତୀ ନାଗ ସାପ

ଭୁବନେଶ୍ୱର: ସାପ ପାଟିରେ ଲଗାଯାଇଥିଲା ରାସାୟନିକ ଅଠା । ଦୀର୍ଘ ୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଖୋଲାଯାଇଥିଲା ସାପ ପାଟି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ରାଜଧାନୀ ଭୁବନେଶ୍ୱର । ଗତକାଲି ରଥ ରୋଡ ବ୍ୟାଙ୍କ କଲୋନୀ ନିକଟସ୍ଥ ଗୋବିନ୍ଦେଶ୍ୱର ରୋଡରେ ଥିବା ତାରିଣୀ…