ଦେଶର ପ୍ରଥମ ସୌରଶକ୍ତି ଚାଳିତ କାର୍ ହେଲା ଲଞ୍ଚ , ପ୍ରାଇସ ବହୁତ କମ୍
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍ ଲଞ୍ଚ ହୋଇଛି । ଭେଭି ମୋବିଲିଟି (Vayve Mobility) ଏହି କାର ବିକ୍ରି ପାଇଁ ଲଞ୍ଚ କରିଛି । ଏହ କାର୍ ର ନଁ ହେଲା ଭେଭି ଇଭା (Vayve Eva)।
୩ଟି ଭାରିଆଣ୍ଟ୍ରେ ଏହି…