ଜ୍ବାଇଁଙ୍କ ପାଇଁ ୧୭୩ ପ୍ରକାର ଖାଦ୍ୟ ତିଆରି କଲେ ଶାଶୂ
ଆନ୍ଧ୍ରପ୍ରଦେଶ : ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପୂର୍ବ ହେଉ କି ପଶ୍ଚିମ କିମ୍ବା ଉତ୍ତର ହେଉ କି ଦକ୍ଷିଣ । ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ ଜ୍ବାଇଁର ଆତିଥ୍ୟ କରିବାକୁ ଚେଷ୍ଟା…