Latest Odisha News
Browsing Tag

special personality

ଅନ୍ଧାରିମୁଲକରେ ସୌରଶକ୍ତିର ଭଗୀରଥ : ଚୈତରାମ୍ ପାୱାର୍

ମହାରାଷ୍ଟ୍ରର ଧୂଲେ ଜିଲ୍ଲା, ସଦର ମହକୁମାଠାରୁ ଶହେ କିଲୋମିଟର ଦୂର ଗଲେ ପଡେ ସାକ୍ରୀ ବ୍ଲକର ବାରିପଦା ଗାଆଁ । ତିନିଶହ ହେକ୍ଟର ବ୍ୟାପୀ ବଣ ଜଙ୍ଗଲ ଘେରା ଏଇ ବାରିପଦା ଗାଆଁରେ ବସବାସ କରନ୍ତି ପ୍ରାୟ ଏକ ହଜାରଟି ଜନଜାତି ପରିବାର । ଜଙ୍ଗଲରେ ଭର୍ତ୍ତି ହୋଇଛି ଶାଗୁନ,ଦେବଖୁମ୍ବ,…

ସେବାର ମୂର୍ତ୍ତୀ : ସରସ୍ଵତୀ

ଭୁବନେଶ୍ବର : ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ସବୁଠାରୁ ଧନୀ ଜିଲ୍ଲାରେ ଗୋଟିଏ ବୋଲି କୁହାଯାଇପାରେ। ଏହି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ସାରା ଓଡ଼ିଶାର ଅର୍ଥନୀତିକୁ ସମ୍ଭାଳିଛି କହିଲେ ଭୁଲ ହେବ ନାହିଁ। କିନ୍ତୁ ଦୂର୍ଭାଗ୍ୟର କଥା ହେଉଛି ଯୁଗ ଯୁଗ ଧରି ଏହି…

ଦେଇଥିଲେ ପାଇ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଓଡ଼ିଶାର ପୁରପଲ୍ଲୀରେ ଘୁରି ବୁଲୁଥିବା ଚକୁଳିଆ ପଣ୍ଡାମାନଙ୍କର ଗୀତ ପଦେ ମନେ ପଡେ। “ ଦେଇଥିଲେ ପାଇ ମା’ ଲୋ ଖୋଇଥିଲେ ଖାଇ, ପଡିଆ ବାରିରେ ମା’ ଲୋ ଗୋଧନ ଚରାଇ “ ଅର୍ଥାତ୍ ଦରକାର ସମୟରେ କାହାକୁ କେବେ କିଛି ଦାନ ଦେଇଥିଲା ଲୋକଟିର ଜୀବନରେ…

କି ବା ଅସାଧ୍ୟ ମହୀତଳେ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଦୃଢ ଇଚ୍ଛାଶକ୍ତି ଆଉ କଠୋର ସାଧନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ତା’ର ଅନେକ ଉଦାହରଣ ରହିଛି । ତନ୍ମଧ୍ୟରୁ ଏକ ଜ୍ୱଳନ୍ତ ଉଦାହରଣ ହେଲେ ପର୍ବତାରୋହୀ ଅରୁଣିମା । ତାଙ୍କର ଜୀବନରେ ଆସିଥିବା ଭୟଙ୍କର ବିପର୍ଯ୍ୟୟମାନଙ୍କୁ ଦୃଢ ଭାବରେ ସାମନା କରି…

ଚିର ସମର୍ଥା

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ବଡ଼ ବିଚିତ୍ର ଈଶ୍ଵରଙ୍କର ଏ ସୃଷ୍ଟି । ବିଶେଷ କରି ନାରୀକୁ ଗଢିବା ବେଳେ କ’ଣ ତାଙ୍କ ମନରେ ଥାଏ କେଜାଣି କେତେବେଳେ କାହାକୁ ଅପରୂପା କରି ଗଢି ଦେଇ ତା’ ଉପରେ ସଂସାରର ସବୁ ଐଶ୍ୱର୍ଯ୍ୟ ଅଜାଡି ଦିଅନ୍ତି ତ’ ଆଉ କେତେବେଳେ କାହାକୁ ଅରୂପା କରି ତା’…