Latest Odisha News

BREAKING NEWS

Browsing Tag

Sports

ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ ମିଳିଛି ।  ଭାରତକୁ ରେସଲିଂରେ ଏହି ପ୍ରଥମ ସ୍ବର୍ଣ୍ଣ ପଦକ  ମିଳିଛି । ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ…

ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଜିତି  ସିରିଜକୁ ୨-୨ରେ ବରାବର କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ  ୧୭୦ରନର ବିଜୟ ଲକ୍ଷ୍ୟ ରଖିଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ…

‘ଖେଲୋ ଇଣ୍ଡିଆ-୨୦୨୧’ରେ ସାମିଲ୍‌ ହେଲା ଏହି ଚାରୋଟି ସ୍ୱଦେଶୀ କ୍ରୀଡ଼ା

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଭାରତରେ ସ୍ୱଦେଶୀ କ୍ରୀଡ଼ାର ଏକ ସମୃଦ୍ଧ ଐତିହ୍ୟ ରହିଛି ଏବଂ ଏହି କ୍ରୀଡ଼ା ସଂରକ୍ଷଣ, ପ୍ରୋତ୍ସାହନ ତଥା ଲୋକପ୍ରିୟ କରିବା କ୍ରୀଡ଼ା ମନ୍ତ୍ରଣାଳୟର ପ୍ରାଥମିକତା। ଯେଉଁଥିପାଇଁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ରେ…

‘କମନୱେଲଥ ଜୁଡୋ ଚାମ୍ପିଅନସିପ’ରେ ବ୍ରୋଞ୍ଜ ହାତେଇଲେ ଓଡିଆ ପୁଅ

ବ୍ରିଟେନର ବର୍ମିଂହାମରେ ଅନୁଷ୍ଠିତ ହେଉଥିବା କମନୱେଲଥ ଜୁଡୋ ଚାମ୍ପିଅନସିପରେ ୪୬ କିଲୋଗ୍ରାମ ପ୍ରି-କ୍ୟାଡେଟ୍ ବର୍ଗରେ ଓଡିଶାର ନିତ୍ୟା ମାଝି ବ୍ରୋଞ୍ଜ ପଦକ ହାସଲ କରିବା ସହ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ସେ କିସର ୧୦ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ୨୦୧୩ ମସିହାରୁ କୋଚ୍…