Latest Odisha News

BREAKING NEWS

Browsing Tag

Sradhanjali Behera

ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲା, ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ଇଡି କୋର୍ଟରେ ପୁନଃ ଶୁଣାଣି ପାଇଁ ହାଇକୋର୍ଟଙ୍କ…

କଟକ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ମାମଲାର ହେବ ପୁନଃ ଶୁଣାଣି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ…

ଅର୍ଚ୍ଚନା ନାଗ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ୪ ଅଭିଯୁକ୍ତ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସେସନ୍ସ…

ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଲେ ଅକ୍ଷୟ ପରିଜା

ଭୁବନେଶ୍ୱର :  ଆଜି ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା  । ବଡିଗାର୍ଡମାନଙ୍କ ସହିତ ପରା ସୁରକ୍ଷା ବଳୟ ମଧ୍ୟରେ ସେ ଇଡି ଅଫିସରେ ପହଞ୍ଚିଥିଲେ । ତେବେ କେଉଁ କେଉଁ କାରଣରୁ ତାଙ୍କୁ ଇଡି ଡାକିଛି ପ୍ରଶ୍ନରେ ଉତ୍ତର ନଦେଇ ଓଲଟା ଗଣମାଧ୍ୟମ ଉପରେ ଉଠାଇଥିଲେ ପ୍ରଶ୍ନ ।…

ଘାଣ୍ଟୁଛି ଇଡି: ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଜେରା

ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରୁଛି ଇଡି  ।  ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଅର୍ଚ୍ଚନା ସେକ୍ସୋଟର୍ସନ୍ କରୁଥିବା ସେ ଅଭିଯୋଗ ଆଣିଥିଲେ । ସେହିପରି ନୟାପଲ୍ଲୀ ଥାନାରେ…