Latest Odisha News

BREAKING NEWS

Browsing Tag

Srinagar

୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ବିଦେଶୀ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବିଦେଶୀ ପ୍ରତିନିଧି ୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଆସି ଶ୍ରୀନଗରରେ ପହଞ୍ଚିଛନ୍ତି । ଭାରତ ଫେବ୍ରୁଆରୀ ୫ରେ ଜମ୍ମୁ ଓ କାଶ୍ମୀରରେ ୪ଜି ସେବା ପୁଣି ଆରମ୍ଭ ହୋଇଥିବା ଘୋଷଣା କରିଥିଲା । ଧାରା ୩୭୦ ପ୍ରତ୍ୟାହାରର ପ୍ରାୟ ୧୮ ମାସ ପରେ ଆରମ୍ଭ ହୋଇଥିଲା ୪ଜି ଇଣ୍ଟରନେଟ୍ ସେବା…

ଶ୍ରୀନଗର ବଜାରରେ ଆତଙ୍କବାଦୀ ହମ୍‌ଲା, ୨ ଯବାନ ସହିଦ

ଶ୍ରୀନଗର: ପୁଣିଥରେ ଭାରତରେ ଆତଙ୍କବାଦୀ ହମ୍‌ଲା । ବ୍ୟସ୍ତବହୁଳ ଶ୍ରୀନଗର ବଜାରରେ ଆଜି ତିନି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି । ଆତଙ୍କବାଦୀ ହମ୍‌ଲାରେ ଦୁଇ ଜଣ ଯବାନ ସହିଦ ହୋଇଥିଲାବେଳେ କାରରେ ଚମ୍ପଟ୍ ମାରିଥିଲେ ଆତଙ୍କବାଦୀ । ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ଖୁସୀପୋରାରେ…

ପାଠକଙ୍କୁ ଖବରକାଗଜ ସହ ମାସ୍କ ଫ୍ରି

ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ…

ଆଜି ସେନା ମୁଖ୍ୟ ବିପିନ ରାୱତଙ୍କ ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ଦିନ ଶ୍ରୀନଗର ଅଭିମୁଖେ ଗସ୍ତ କରିବେ ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସମୟରେ ଜମ୍ମୁ-କାଶ୍ମୀରର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ଲାଗି ବିପିନ ରାୱତ…

ଆଜି ଗାଁରେ ପହଞ୍ଚିବ ଓଡିଆ ସହିଦ ଯବାନଙ୍କ ମରଶରୀର

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ସୋମବାର ଦିନ ହୋଇଥିବା ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଆଜି ଓଡିଶାରେ ପହଞ୍ଚିବ । ପ୍ରାପ୍ତ ସୂଚନାନୁଯାୟୀ ଏହି ଓଡିଆ ଯବାନଙ୍କ ପାର୍ଥୀବ ଶରୀର ମଙ୍ଗଳବାର ପ୍ରାୟ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱର ସ୍ଥିତ ବିଜୁ…