Latest Odisha News

BREAKING NEWS

Browsing Tag

Statue

ପାଙ୍ଗୋଙ୍ଗ ହ୍ରଦରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି; ସାହସିକତା…

ଲଦାଖ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଛି ଭାରତୀୟ ସେନା।୧୪,୩୦୦ ଫୁଟ ଉଚ୍ଚରେ ପ୍ରତିମୂର୍ତ୍ତି ସହିତ ମରାଠା ସାମ୍ରାଜ୍ୟର ପତାକା ମଧ୍ୟ ରଖାଯାଇଛି। ଏହି କ୍ଷେତ୍ର ପୂର୍ବ ଲଦାଖ ସେକ୍ଟରରେ ଚୀନ୍ ସହିତ ଲାଇନ୍…

ବିଧାନସଭା ସମ୍ମୁଖରେ ସ୍ଥାପିତ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳରେ ପୁନଃସ୍ଥାପିତ ହେବ ନବକୃଷ୍ଣ ଚୌଧୁରୀଙ୍କ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୁଳ ସହରରେ ପୁନଃସ୍ଥାପନ କରାଯିବ । ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳ ଲାଗି ନୂତନ…

ମୋଦୀଙ୍କ ସୁନା ପ୍ରତିମୂର୍ତ୍ତିକୁ ବିକ୍ରି କରିବେନି ବ୍ୟବସାୟୀ

ସୁରଟ:  ସୁନାରେ ମୋଦି । ଦେଖିବାକୁ ଯେମିତି ସୁନ୍ଦର, ସେମିତି ମୂଲ୍ୟବାନ । ୧୮ କ୍ୟାରେଟ୍ ସୁନାରେ ତିଆରି ମୋଦିଙ୍କ ପ୍ରତିମୂର୍ତ୍ତି ଯାହାର ଓଜନ ରହିଛି ୧୫୬ ଗ୍ରାମ  । ଗୁଜରାଟ ସୁରଟରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪…

୧ ଲକ୍ଷ ଡଲାରରେ ନିଲାମ ହେଲା ଟୁଇଟର ଲୋଗୋ

ନୂଆଦିଲ୍ଲୀ: ନିଲାମ ହେଲା ଟୁଇଟରର ପ୍ରସିଦ୍ଧ ଲୋଗୋ ‘ପକ୍ଷୀ’ । ପ୍ରାୟ ୧ଲକ୍ଷ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା   ‘ବିବିସି’ ରିପୋର୍ଟ ତରଫରୁ ପ୍ରକାଶ ପାଇଛି । ମଙ୍ଗଳବାର ସାନ୍ ଫ୍ରାନସିସକୋସ୍ଥିତ କାର୍ଯ୍ୟାଳୟରୁ ପୁରୁଣା ସାମଗ୍ରୀ ହଟାଇବା ପାଇଁ…

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ: ପୂର୍ବତନ ବାଚସ୍ପତି ସ୍ବର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ…

୮୦ ହଜାର ଟଙ୍କା ବିନିମୟରେ କୁକୁର ମୂର୍ତ୍ତି ସ୍ଥାପନ, ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବ

ଭୁବନେଶ୍ୱର : ଧନୀ ହୁଅନ୍ତୁ ଅବା ଗରିବ । କେହିକେହି କୁକୁରକୁ ପୋଷା ଜନ୍ତୁ ଭାବେ ପାଳିବାକୁ ପସନ୍ଦ କରିଥାନ୍ତି । ଧନୀ ଲୋକ ନିଜ ପୋଷା କୁକୁରକୁ ସ୍ୱତନ୍ତ୍ର ଖାଦ୍ୟ ଦେଇଥାନ୍ତି । ଅନ୍ୟପଟେ ଗରିବ ଲୋକ ଅଇଁଠା କିମ୍ବା ବଳକା ଖାଦ୍ୟ ପରଷିଥାନ୍ତି । ହେଲେ ତାମିଲନାଡୁର ଜଣେ ବ୍ୟକ୍ତି କିନ୍ତୁ ନିଜ…

[ଦେଖନ୍ତୁ ଭିଡିଓ] ଜାଳିଦେଲେ ପ୍ରତିମୂର୍ତ୍ତି, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଏ କି ସମ୍ମାନ ?

ଭୁବନେଶ୍ୱର: ଜୟନ୍ତୀ ପୂର୍ବରୁ ଜଳିଲା ସମ୍ବିଧାନ ପ୍ରଣେତା ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ । ଉପସ୍ଥିତ ଥିଲା ପୋଲିସ, ତଥାପି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ । ଆଜି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ୍ ଜିଲ୍ଲାରୁ ସାମ୍ନାକୁ…

ଭାଙ୍ଗିଲା ନକ୍ସଲଙ୍କ ସହିଦ ସ୍ମାରକୀ !

ମାଲକାନଗିରି: ବିଜାପୁର ଏନକାଉଣ୍ଟର ପରଠୁ ପୂର୍ବ ଅପେକ୍ଷା ଅଧିକ ସଜାଗ ରହିଛନ୍ତି ଡିଆର୍‌ଜି ଯବାନ । ଜାରି ରହିଛି ଜୋରଦାର କୁମ୍ବିଂ ଅପରେସନ୍ । ସୂଚନା ମିଳିଛି ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କର ଏକ ସହିଦ ସ୍ମାରକୀକୁ ଭାଙ୍ଗିଦେଇଛନ୍ତି ଡିଆର୍‌ଜି ଯବାନ ।…

ତାଳଚେରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ ଦୁର୍ବୃତ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ମଣ୍ଡପାଳ ହସ୍ପିଟାଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କେହି ଦୁବୃର୍ତ୍ତ ରବିବାର ରାତିରେ ଲାଲ୍ ରଙ୍ଗ ବୋଳିଦେଇଥିବା ନେଇ ନଜରକୁ ଆସିଛି । ଏନେଇ ଏକ ସ୍ଥାନୀୟ ଯୁବ ସଙ୍ଗଠନ ପକ୍ଷରୁ ଥାନାରେ ଅଭିଯୋଗ ଦାଏର କରାଯାଇଛି।…