Latest Odisha News

BREAKING NEWS

Browsing Tag

Statue

ବିଧାନସଭା ସମ୍ମୁଖରେ ସ୍ଥାପିତ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳରେ ପୁନଃସ୍ଥାପିତ ହେବ ନବକୃଷ୍ଣ ଚୌଧୁରୀଙ୍କ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୁଳ ସହରରେ ପୁନଃସ୍ଥାପନ କରାଯିବ । ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳ ଲାଗି ନୂତନ…

ମୋଦୀଙ୍କ ସୁନା ପ୍ରତିମୂର୍ତ୍ତିକୁ ବିକ୍ରି କରିବେନି ବ୍ୟବସାୟୀ

ସୁରଟ:  ସୁନାରେ ମୋଦି । ଦେଖିବାକୁ ଯେମିତି ସୁନ୍ଦର, ସେମିତି ମୂଲ୍ୟବାନ । ୧୮ କ୍ୟାରେଟ୍ ସୁନାରେ ତିଆରି ମୋଦିଙ୍କ ପ୍ରତିମୂର୍ତ୍ତି ଯାହାର ଓଜନ ରହିଛି ୧୫୬ ଗ୍ରାମ  । ଗୁଜରାଟ ସୁରଟରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪…

୧ ଲକ୍ଷ ଡଲାରରେ ନିଲାମ ହେଲା ଟୁଇଟର ଲୋଗୋ

ନୂଆଦିଲ୍ଲୀ: ନିଲାମ ହେଲା ଟୁଇଟରର ପ୍ରସିଦ୍ଧ ଲୋଗୋ ‘ପକ୍ଷୀ’ । ପ୍ରାୟ ୧ଲକ୍ଷ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା   ‘ବିବିସି’ ରିପୋର୍ଟ ତରଫରୁ ପ୍ରକାଶ ପାଇଛି । ମଙ୍ଗଳବାର ସାନ୍ ଫ୍ରାନସିସକୋସ୍ଥିତ କାର୍ଯ୍ୟାଳୟରୁ ପୁରୁଣା ସାମଗ୍ରୀ ହଟାଇବା ପାଇଁ…

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ: ପୂର୍ବତନ ବାଚସ୍ପତି ସ୍ବର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ…

୮୦ ହଜାର ଟଙ୍କା ବିନିମୟରେ କୁକୁର ମୂର୍ତ୍ତି ସ୍ଥାପନ, ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବ

ଭୁବନେଶ୍ୱର : ଧନୀ ହୁଅନ୍ତୁ ଅବା ଗରିବ । କେହିକେହି କୁକୁରକୁ ପୋଷା ଜନ୍ତୁ ଭାବେ ପାଳିବାକୁ ପସନ୍ଦ କରିଥାନ୍ତି । ଧନୀ ଲୋକ ନିଜ ପୋଷା କୁକୁରକୁ ସ୍ୱତନ୍ତ୍ର ଖାଦ୍ୟ ଦେଇଥାନ୍ତି । ଅନ୍ୟପଟେ ଗରିବ ଲୋକ ଅଇଁଠା କିମ୍ବା ବଳକା ଖାଦ୍ୟ ପରଷିଥାନ୍ତି । ହେଲେ ତାମିଲନାଡୁର ଜଣେ ବ୍ୟକ୍ତି କିନ୍ତୁ ନିଜ…

[ଦେଖନ୍ତୁ ଭିଡିଓ] ଜାଳିଦେଲେ ପ୍ରତିମୂର୍ତ୍ତି, ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଏ କି ସମ୍ମାନ ?

ଭୁବନେଶ୍ୱର: ଜୟନ୍ତୀ ପୂର୍ବରୁ ଜଳିଲା ସମ୍ବିଧାନ ପ୍ରଣେତା ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ । ଉପସ୍ଥିତ ଥିଲା ପୋଲିସ, ତଥାପି ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ । ଆଜି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ୍ ଜିଲ୍ଲାରୁ ସାମ୍ନାକୁ…

ଭାଙ୍ଗିଲା ନକ୍ସଲଙ୍କ ସହିଦ ସ୍ମାରକୀ !

ମାଲକାନଗିରି: ବିଜାପୁର ଏନକାଉଣ୍ଟର ପରଠୁ ପୂର୍ବ ଅପେକ୍ଷା ଅଧିକ ସଜାଗ ରହିଛନ୍ତି ଡିଆର୍‌ଜି ଯବାନ । ଜାରି ରହିଛି ଜୋରଦାର କୁମ୍ବିଂ ଅପରେସନ୍ । ସୂଚନା ମିଳିଛି ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କର ଏକ ସହିଦ ସ୍ମାରକୀକୁ ଭାଙ୍ଗିଦେଇଛନ୍ତି ଡିଆର୍‌ଜି ଯବାନ ।…

ତାଳଚେରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ ଦୁର୍ବୃତ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ମଣ୍ଡପାଳ ହସ୍ପିଟାଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କେହି ଦୁବୃର୍ତ୍ତ ରବିବାର ରାତିରେ ଲାଲ୍ ରଙ୍ଗ ବୋଳିଦେଇଥିବା ନେଇ ନଜରକୁ ଆସିଛି । ଏନେଇ ଏକ ସ୍ଥାନୀୟ ଯୁବ ସଙ୍ଗଠନ ପକ୍ଷରୁ ଥାନାରେ ଅଭିଯୋଗ ଦାଏର କରାଯାଇଛି।…