ଶୀତଦିନେ ଷ୍ଟ୍ରିଟ୍ ଫୁଡ୍…..
ବର୍ଷକ ପରେ ପୁଣିଥରେ ଶୀତ ଆସି ପହଞ୍ଚିଛି । କୋହଲା ପାଗରେ ବାହାରକୁ ଯାଇ ବୁଲି ଆସିଲେ ଟିକେ ଭଲ ଲାଗେ । ଆଉ ବାହାରକୁ ଗଲେ କିଛି ଗରମ ଜିନିଷ ଖାଇବାକୁ ମଧ୍ୟ ଇଚ୍ଛା ହୁଏ । ଏହି ସମୟରେ ରାସ୍ତା କଡ଼ରେ ମିଳୁଥିବା ପାଟି ଟକଳିଆ ଖାଦ୍ୟ ସାଧାରଣତଃ ସମସ୍ତଙ୍କୁ ଲୋଭେଇ ଥାଏ । ଆସନ୍ତୁ…