Latest Odisha News

BREAKING NEWS

Browsing Tag

Sub-Jail

ମହଙ୍ଗା ପଡ଼ିଲା ଜେଲରେ ଡ୍ୟୁଟି ସମୟରେ ଶୋଇବା, ୨ ୱାର୍ଡର ନିଲମ୍ବିତ

ଅନୁଗୁଳ: ଜେଲରେ ଶୋଇବା ୨ ୱାର୍ଡରଙ୍କୁ ମହଙ୍ଗା ପଡ଼ିଛି । ଡ୍ଯୁଟି ସମୟରେ ଶୋଇ ପଡ଼ିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଜେଲ୍‌ର ଦୁଇ ଜେଲ୍ ୱାର୍ଡର୍ ଶୋଇବାର ଫଟୋ ଭାଇରାଲ୍ ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ୱାର୍ଡର…

ଜେଲରେ କେତେ ସୁରକ୍ଷିତ କଏଦୀ ? କୋର୍ଟକୁ ଯିବାବେଳେ ଆକ୍ରମଣ କଲେ ଅନ୍ୟ ଅନ୍ତେବାସୀ

ମାଲକାନଗିରି: କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ଜେଲରେ କଏଦୀ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଆଜି ମାଲକାନଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀକୁ ଅନ୍ୟ ଜଣେ କଏଦୀ ମରଣାନ୍ତକ ଆକ୍ରମଣ କରିବା ପରେ ଜେଲରେ କଏଦୀ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି । ଆହତ…

କେମିତି ଆତ୍ମହତ୍ୟା କରିଥିଲେ ଗୋବିନ୍ଦ ? କଣ୍ଟାବାଞ୍ଜି ସବ୍ ଜେଲରେ ହେଲା ସିନ୍ ରିକ୍ରିଏସନ୍

ଭୁବନେଶ୍ୱର: କଣ୍ଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଜେଲ୍ ଭିତରେ କଡ଼ା ସୁରକ୍ଷା ଥାଇ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ…