Latest Odisha News

BREAKING NEWS

Browsing Tag

subhranshu shekhar mahunta

କବିତା : ଅସହାୟ 

ଶୁଭ୍ରାଂଶୁ ଶେଖର ମାହୁନ୍ତ ଓଠରେ ହସ ନ ଥାଇ ବି ହସିବାର ନିଖୁଣ ଅଭିନୟ କରୁଛି ମୁଁ ହୃଦୟରେ ଅସୁମାରି କୋହ ଭରି, ଇଛା ନ ଥାଇ ବି ହସୁଛି ମୁଁ ବିବଶ ଦେହ ଓ ମନକୁ ଅନିଚ୍ଛାରେ ଘୋଷାରି ଘୋଷାରି । ତୁମ କଥା ଭାଳି ଭାଳି ଅସରନ୍ତି ସ୍ବପ୍ନସବୁ ଯାଉଅଛି ମରି ମରି, ମୃଗତୃଷ୍ଣାର…

କବିତା : ଅନାମିକା ପ୍ରେମିକା

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏକୁଟିଆପଣକୁ ଆବୋରି ଅବଶିଷ୍ଟ ଆୟୁଷ ନେଇ ଜିଉଁଥିବା ବେଳେ ଦଲକାଏ ପବନ ପରି ହଠାତ୍ ମୋ ଜୀବନ ପରିଧିକୁ ଧଶେଇ ପଶିଆସିଲ ହେ ମୋର ଅନାମିକା ପ୍ରେମିକା, ତୁମ ପିରତିର ମଧୁର ସ୍ପର୍ଶରେ ଶିହରିତ କଲ ମୋ ତନୁମନକୁ ଅନାବିଳ ଦେହାତୀତ ପ୍ରଣୟର ଦ୍ବାହି ଦେଇ…

କବିତା : ଫଗୁଣ ଆସିଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଚ୍ଛନ୍ନ। ପହିଲି ବସନ୍ତ ନିଆରା ମଳୟ ଆଣିଛି ଚୋରା ଚଇତି ,…