ଧାରାବାହିକ ଉପନ୍ୟାସ : ସୁଲୋଚନା (୫୬)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ବିକଟ ଅଟ୍ଟହାସ୍ୟ କରି ମେଘନାଦ, ସମ୍ମୁଖରେ ଉପସ୍ଥିତ ଥିବା ବିଭୀଷଣଙ୍କୁ କହିଲା, " ପୂର୍ବରୁ ରାଜଦ୍ରୋହୀ ଓ ଭ୍ରାତୃଦ୍ରୋହୀ ତ ଥିଲ ଏବେ ପୁତ୍ରଦ୍ରୋହୀ ବି ହେଲ ! ଶତ୍ରୁ ସମ୍ମୁଖରେ ମୋର ସମସ୍ତ ଗୁପ୍ତ ରହସ୍ୟ ଉନ୍ମୋଚିତ କରି ଦେଇଛ !…