Latest Odisha News
Browsing Tag

SUM Hospital

ଲକ୍ ଡାଉନ ଡାଏରୀ: ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ତତ୍ପର ଅଛନ୍ତି ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ…

ଭୁବନେଶ୍ୱର: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବେ ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବେଶ୍ ନାଁ ରହିଛି । ତେବେ ଦିନ ରାତି ଏକ କରି ଏତେ ବଡ ବିଶ୍ୱବିଦ୍ୟାଳୟ ସହ ସମ୍ ହସ୍ପିଟାଲ ଠିଆ କରି ସଫଳଭାବରେ ପରିଚାଳନା କରିବାରେ ପ୍ରମୁଖ ଭୁମିକା ରହିଛି ଏହାର ପ୍ରତିଷ୍ଠାତା ତଥା…

ସମ୍ ହସ୍ପିଟାଲର ନିର୍ମାଣାଧୀନ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ

ଭୁବନେଶ୍ୱର: ସମ୍ ହସ୍ପିଟାଲ ଦ୍ୱାରା ନିର୍ମିତ ହେଉଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରବିବାର ଅପରାହ୍ନରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ତାଙ୍କ ସହ ସୋଆ ବିଶ୍ୱବିଦ୍ୟାଳୟ ଓ ସମ୍ ହସ୍ପିଟାଲର…

କରୋନା ମୁକାବିଲା: ରାଜ୍ୟରେ ହେବ ଦେଶର ସବୁଠୁ ବଡ କରୋନା ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟ ସରକାର ଦେଶର ସବୁଠୁ ବଡ କରୋନା ହସ୍ପିଟାଲ ନିର୍ମାଣ କରିବାକୁ କିମ୍ସ ଓ ସମ୍ ହସ୍ପିଟାଲ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ୧୦୦୦ ଶଯ୍ୟା ବିଶିଷ୍ଟ ଏହି ପ୍ରସ୍ତାବିତ ହସ୍ପିଟାଲରେ କିମ୍ସ ହସ୍ପିଟାଲ ୪୫୦ ଶଯ୍ୟା ଓ ସମ୍…

ସମ୍ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଲୋଜି ବିଭାଗର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ବଡ଼ ସଫଳତା । ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୮ ବର୍ଷୀୟ ଯୁବକଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କଲେ ଡାକ୍ତର । ସମ୍ ହସ୍ପିଟାଲର…

ସମରେ ଦୁଇ ଦିନିଆ ଅଲଟ୍ରାସାଉଣ୍ଡ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଦୁଇଦିନିଆ ଅଲଟ୍ରାସାଉଣ୍ଡ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର ବିଭାଗ ପକ୍ଷରୁ ଏହି କର୍ମାଶାଳା ଆୟୋଜନ…