Latest Odisha News
Browsing Tag

Suniti Mund

ମୋର ରାଜନୈତିକ କ୍ୟାରିଅରକୁ ବରବାଦ ପାଇଁ ଧମକ ମିଳିଥିଲା: ସୁନୀତି ମୁଣ୍ଡ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ରୁ ନିଲମ୍ବିତ ହେବାର କିଛି ଦିନ ପରେ ମୁହଁ ଖୋଲିଛନ୍ତି ସୁନୀତି ମୁଣ୍ଡ। ସେ ଅଭିଯୋଗ କରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ତାଙ୍କୁ ନିର୍ଯ୍ୟାତନା ସହ ଧମକ ଦିଆଯାଇଛି। ୨୦୨୨ ନିର୍ବାଚନରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ପଦ…

ମୁଣ୍ଡଗେଟ୍: ସନ୍ଦେହ ଘେରରେ ସୁନୀତିଙ୍କ ଡକ୍ଚରେଟ ପାଖରୁ ସାମ୍ବାଦିକତାରେ ଡିପ୍ଲୋମା

ଭୁବନେଶ୍ୱର: ପୁଣି ବିବାଦରେ ବିଜେପିର ଭୁବନେଶ୍ୱର ମେୟର ପରାଜିତ ପ୍ରାର୍ଥୀ ସୁନୀତି ମୁଣ୍ଡ । ପ୍ରଥମେ ନାଁ ପୂର୍ବରୁ ଡକ୍ଟର ଲଗାଇବାକୁ ନେଇ ସନ୍ଦେହ ଘେରରେ ଥିଲେ ଏହି ନେତ୍ରୀ । ଏବେ ନିଜର ସାମ୍ବାଦିକତା ସାର୍ଟିଫିକେଟକୁ ନେଇ ସ୍କାନରରେ ଆସିଛନ୍ତି । ସନ୍ଦେହ ଘେରରେ ପିଜି ପାଠ୍ୟକ୍ରମ…

ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ, ସନ୍ଦେହ ଘେରରେ ଡକ୍ଟରେଟ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର: ସରିଛି ପ୍ରଚାର, ଏବେ ଅନ୍ଧାରି ବିଜେର ସମୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପଡିବ ଭୋଟ୍ । କିନ୍ତୁ ପ୍ରଚାର ବେଳେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ଶିକ୍ଷାଗତ ଯୋଗ୍ୟତା ଏବେ ସନ୍ଦେହ ଘେରକୁ ଆସିଛି । ସୁନୀତି ତାଙ୍କ ନାଁ ପୂର୍ବରୁ…