ହିଜାବ ବ୍ୟାନ ମାମଲା: ସୁପ୍ରିମ୍କୋର୍ଟରେ ଆଜି ଆସିବ ରାୟ
ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାରେ ସୁପ୍ରିମକୋର୍ଟ ଆଜି (ଗୁରୁବାର) ରାୟ ପ୍ରଦାନ କରିବେ। ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ହିଜାବ ଉପରେ ନିଷେଧାଦେଶ ବନ୍ଦ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ…