Latest Odisha News
Browsing Tag

Supriya Panda

ସ୍ଵରବର୍ଣ୍ଣ

✍?ସୁପ୍ରିୟା ପଣ୍ଡା  ଅ ରେ ଅରଟ , ଆ ରେ ଆତ ପଢ଼ିବା ଲେଖିବା ଗାଇବା ଗୀତ । ଇ ରେ ଇଟା ପୁଣି ଈ ରେ ଈଷ ଖେଳ ପରେ ପାଠ ପଢ଼ିବା ଆସ। ହର୍ଷ ଉ ରେ ଉଇ ,ଦୀର୍ଘ ଊ ରେ ଊଖଲ ଛୁକୁ ଛୁକୁ କରି ଚାଲୁଥାଏ ରେଳ। ଋ ରେ ଋଷି, ଋ ରେ ଋଣ ଗୁରୁଙ୍କ କଥା କୁ ସଭିଏଁ ଶୁଣ। ଏ ରେ ଏକ,  ଐ ରେ ଐର…

କବିତା: ପ୍ରେମ ଫଲଗୁ

ସୁପ୍ରିୟା ପଣ୍ଡା ତୁମ ଅସ୍ମିତାର ଭୁରୁ ଗନ୍ଧରେ ମୁଁ ପ୍ରମତ୍ତ କୀଟଟିଏ ଖୋଜୁଛି ମୋ ଅସ୍ତିତ୍ୱ । ଏକ ମଧୁର ଆଲିଙ୍ଗନ ଅପେକ୍ଷାରେ ଅପେକ୍ଷାରତ କେଉଁ ଯୁଗ ଯୁଗାନ୍ତରରୁ । କିଛି ପ୍ରହେଳିକା କିଛି ପ୍ରଶ୍ନ ର ଦଂଶନ ଜାଣିବାକୁ ଚାହେଁ ବହୁତ କିଛି ଜାଣିବାକୁ ଚାହେଁ କି ମୁଁ ତୁମ…

ନବ ରୂପେ ମା ନବ ଦୁର୍ଗା

✍️ସୁପ୍ରିୟା ପଣ୍ଡା ପାର୍ବଣ ଋତୁର ଦୁନ୍ଦୁଭି ବାଜିବ                                                          ତୁମ ଆଗମନୀ ହୋଇବ ଅବତରୀ ଆସି ଏ ଧରା ପୃଷ୍ଠରେ ଜୀବନରେ ପ୍ରାଣ ସଞ୍ଚିବ । ନବ ଦିନେ ନିତ୍ୟ ନବ ରୂପରେ ଦର୍ଶନ ତୁମର ହୋଇବ ମହିଷାମର୍ଦ୍ଧିନି ହେ…