Latest Odisha News

BREAKING NEWS

Browsing Tag

Suresh Pujari

ବିଜେପି ସାଂସଦଙ୍କ ସ୍ୱାଧିକାର ଭଙ୍ଗ ନୋଟିସ୍, ରାଜ୍ୟକୁ ଜବାବ ମାଗିଲେ କେନ୍ଦ୍ର ସରକାର

ଝାରସୁଗୁଡା: ସମ୍ବଲପୁରରେ ହିଂସା ପରେ ବିଜେପି ସାଂସଦ ପୀଡ଼ିତ ପରିବାରକୁ ଭେଟିବାକୁ ଯିବାବେଳେ ପ୍ରଶାସନ ଅଟକାଇବା ଓ ଗିରଫ କରିବା ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସରକାର । ବିଜେପି ସାଂସଦଙ୍କ ଅଭିଯୋଗ କ୍ରମେ ଡିଓପିଟି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଏନେଇ ୧୫ ଦିନ ମଧ୍ୟରେ ଜବାବ…

ଝାରସୁଗୁଡ଼ା ଉପନିର୍ବାଚନ, ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ…

ସଂସଦରେ ଅର୍ଚ୍ଚନା ମାମଲା ଉଠାଇ ସିବିଆଇ ତଦନ୍ତ ଦାବି କଲା ବିଜେପି

ନୂଆଦିଲ୍ଲୀ: ୨ ମାସରୁ ଅଧିକ ସମୟ ଧରି ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଛି । ଲୋକସଭାର ଅପରାହ୍ଣ ଅଧିବେଶନରେ ବିଜେପି ସାଂସଦ ସୁରେଶ ପୂଜାରୀ ଅର୍ଚ୍ଚନା ନାଗ ମାମଲା ଗୃହରେ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ…

ନୂଆଁଖାଇ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ଭୁବନେଶ୍ୱର: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । କରୋନା ମହାମାରୀ ସଂକଟ ଭିତରେ କଟକଣା ମାନି ନୂଆଖାଇ କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ…

ଲୋକସଭାରେ ବିଜେପି ସଚେତକ ହେଲେ ବରଗଡ ସାଂସଦ ସୁରେଶ ପୂଜାରୀ

ନୂଆଦିଲ୍ଲୀ : ଲୋକସଭାରେ ବିଜେପିର ସଚେତକ ଭାବେ ବରଗଡ ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ ନିଯୁକ୍ତ ହୋଇଛନ୍ତି । ସେ ଓଡିଶା, ମଣିପୁର ଓ ତେଲେଙ୍ଗାନା ଆଦି ୩ଟି ରାଜ୍ୟର ଦାୟିତ୍ୱରେ ରହିବେ । ଏହାବ୍ୟତୀତ ବୁଧବାର ଦିନ ଗଠିତ ହୋଇଥିବା ବିଜେପିର କାର୍ଯ୍ୟନିବାହୀ କମିଟିରେ…