Latest Odisha News

BREAKING NEWS

Browsing Tag

Sushant Singh Rajput Death Case

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରିୟା, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪୫ ଦିନ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହାରି ଭିତରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସଫେଇ…

ରିୟାଙ୍କ ବିରୋଧରେ FIR ରୁଜୁ କଲେ ସୁଶାନ୍ତ ସିଂ ରାଜପୁତଙ୍କ ବାପା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆସିଛି ଟ୍ୱିଷ୍ଟି । ସୁଶାନ୍ତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ ହୋଇଛି । ସୁଶାନ୍ତଙ୍କ ପିତା କେ କେ ସିଂ ମଙ୍ଗଳବାର ଦିନ ପାଟନାର ରାଜିବ ନଗର ଥାନାରେ ଏତଲା ରୁଜ କରିଛନ୍ତି । ସୁଶାନ୍ତ…

ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୩ ମାସ ବିତି ଗଲାଣି । ତେବେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠିନି । ଦିନକୁ ଦିନ ଆହୁରି ସସ୍‌ପେନ୍ସ ବଢ଼ୁଛି । ଏହାରି ଭିତରେ ମୁମ୍ବାଇ ପୋଲିସ ଆଜି ଫିଲ୍ମ ନିର୍ଦ୍ଦେଶ ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କରିଛି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନାଙ୍କୁ ମୁମ୍ୱାଇ ପୋଲିସର ନୋଟିସ୍

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ । ତାଙ୍କୁ ନୋଟିସ ପଠାଯାଇଛି । କଙ୍ଗନାଙ୍କ ମୁମ୍ୱାଇ ସ୍ଥିତ ବାସଭବନକୁ ନୋଟିସ୍ ପଠାଇଛି ବାନ୍ଦ୍ରା ପୋଲିସ । ଏନେଇ ସୂଚାନ ଦେଇଛନ୍ତି କଙ୍ଗନାଙ୍କ ଓକିଲ ଇସକରଣ…