Latest Odisha News
Browsing Tag

Sushant Singh Rajput Death Case

‘ଜିୟା ଖାନଙ୍କ ଭଳି ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଛି’

ମୁୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମାମଲାରେ ବାହାରିଲେ ଜିୟା ଖାନଙ୍କ ମାଆ । ସିବିଆଇ ତଦନ୍ତ ପାଇଁ କଲେ ଦାବି । ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟ । କହିଲେ ପୁଲିସ ଉପରେ ରହୁଛି ରାଜନୈତିକ ଚାପ, ଯାହାପାଇଁ ସାମ୍ନାକୁ ଆସିପାରୁନି ସତ । ୨ମାସ ବିତି ଗଲାଣି ସୁଶାନ୍ତଙ୍କ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଭଉଣୀ ଶ୍ୱେତାଙ୍କ ଭିଡିଓ ଅପିଲ

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସସପେନ୍ସ । ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ଅପରପକ୍ଷେ ନ୍ୟାୟ ପାଇଁ ଲଗାତାର ଭାବେ ସାରା ଦେଶରେ ସ୍ବର ଉଠୁଛି। ଏବେ ସୁଶାନ୍ତଙ୍କ ଉଭଣୀ…

ସୁଶାନ୍ତଙ୍କ ମୃତ ଶରୀର ତଳକୁ ଓହ୍ଲାଇବା ବେଳେ କିଏ ଦେଖିଥିଲା, ପ୍ରଶ୍ନ ଉଠାଇଲେ ଓକିଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଏହି ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଓକିଲ ଲଗାତର ରିୟା ଚକ୍ରବର୍ତ୍ତୀ ଓ ମହାରାଷ୍ଟ୍ର ପୋଲିସ ଉପରେ ଉଠାଉଛନ୍ତି । ଆଜି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନ୍‌ଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ସାମ୍ନାକୁ ଆସିଛି । ଦିଶାଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହତା ଥାଇପାରେ ବୋଲି ଅନେକ ଆକଳନ କରୁଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା…

ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢୁଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ମିଡିଆ ଟ୍ରାଏଲ୍ ବିରୋଧରେ ସେ କରିଥିବା ପିଟିସନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗତକାଲି ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରିଥଲେ ରିୟା । ଅଭିଯୋଗ କରିଛନ୍ତି, ସୁଶାନ୍ତ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରିୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ମିଡିଏ ଟ୍ରାଏଲ ବିରୋଧରେ ସେ ସୁପ୍ରିମକୋର୍ଟରେ ପହଂଚିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ ବୋଲି ପ୍ରମାଣିତ କରିବା ପାଇଁ…

ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଡେଇ ତୁଡେଇ ଜେରା କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ରାଜପୁଜ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢ଼ୁଛି ସସ୍‌ପେନ୍ସ । ଏହି ମାମଲାରେ ଆଜି ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ପୁଣି ଥରେ ମାରାଥନ ଜେରା କରିଛି । ଦ୍ୱିତୀୟଥର ରିୟାଙ୍କୁ ଇଡି ପଚରାଉଚରା କରୁଛି । କେବଳ ରିୟା ତାଙ୍କ ବାପା ଓ ଭାଇଙ୍କୁ…

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି…

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ! ସୁପାରିଶ କଲେ ବିହାର ସରକାର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ତାଙ୍କ ମୃତ୍ୟୁ ଉପରୁ ଏବେବି ପରଦା ହଟୁନି । ତେବେ ଏହି ମାମଲାରେ ଆସିଛି ଆଉ ଏକ ନୂଆମୋଡ । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିଛନ୍ତି । ସୁୁଶାନ୍ତ ସିଂଙ୍କ ବାପା…