Latest Odisha News
Browsing Tag

sushil kumar

ବଢ଼ିଲା ସୁଶୀଲଙ୍କ ଅଡୁଆ, ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ଅଡୁଆ ବଢ଼ିଛି । ଯୁବ ପହିଲିମାନ ସାଗର ଧନଖଡ ହତ୍ୟା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ଏବେ ହତ୍ୟା ମାମଲା ରୁଜୁ କରାଯାଇଛି । ସୁଶୀଲଙ୍କ ସମେତ ଅନ୍ୟ ୨୦ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ,…

ସାଗର ହତ୍ୟା ଅଭିଯୁକ୍ତ ରେସଲର ସୁଶୀଲ କୁମାରଙ୍କୁ ଜେଲରେ ଦରକାର ଟିଭି !

ନୂଆଦିଲ୍ଲୀ: ଉଦୀୟମାନ ରେସଲର ସାଗର ଧାଙ୍କରଙ୍କ ହତ୍ୟା ଅଭିଯୁକ୍ତ ଅଲିମ୍ପିଆନ ସୁଶୀଲ କୁମାର ଏବେ ଜେଲରେ ଟିଭି ଲଗାଇବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ଡାଏଟ ଏବଂ ଟ୍ରେନିଂ ସାମଗ୍ରୀ ମାଗି ବିଫଳ ହୋଇଥିଲେ । ସାରା ବିଶ୍ୱରେ ରେସଲିଂ ସମ୍ପର୍କୀତ ତଥ୍ୟ ଜାଣିବା ପାଇଁ ଟିଭି…

ତିହାର ଜେଲକୁ ସ୍ଥାନାନ୍ତର ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୯ ଯାଏଁ ବୃଦ୍ଧି କରିଛନ୍ତି। ସୁଶୀଲଙ୍କୁ ମାଣ୍ଡୋଲି ଜେଲରୁ ଏବେ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ପଢନ୍ତୁ-…

KBCରେ ୫ କୋଟି ଜିତି ପଶ୍ଟାତାପ କରୁଛନ୍ତି ସୁଶୀଲ କୁମାର !

ବିହାର: କୌନ ବନେଗା କରୋଡପତି ଭଳି ସୁପରହିଟ୍ କୁଇଜ୍ ସୋ'ରେ ଚହଳ ଖେଳାଇଥିଲେ ସୁଶୀଲ କୁମାର । ୫କୋଟି ଭଳି ମୋଟା ଅଙ୍କର ଅର୍ଥରାଶି ଜିତି ସେ ଆଜି ପର୍ଯ୍ୟନ୍ତ କେବିସିରେ ରେକର୍ଡଧାରୀଙ୍କ ତାଲିକାରେ ଆଗୁଆ ରହିଛନ୍ତି । ହେଲେ ଏବେ ସେ ପଶ୍ଚାତାପ କରୁଥିବା ନେଇ ଖୋଦ ନିଜେ ପ୍ରକାଶ କରିଛନ୍ତି ।…