Latest Odisha News

BREAKING NEWS

Browsing Tag

Tahasildar

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ…

କଣ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ ?

ସୋନପୁର: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ପାଇଁ  ଅନେକ ଧନ ଜୀବନ ନଷ୍ଟ ହୋଇଛି  । ମଣିଷ ହୁଅନ୍ତୁ କି ପଶୁ ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଅସୁବିଧାରେ ପଡୁଛନ୍ତି  । ସୋନପୁର ଜିଲ୍ଲାର  ଖମ୍ବେଶ୍ବରୀପାଲି ଗାଁର ଗରିବ ଲୋକ ମାନେ ବନ୍ୟାରେ ଧନ ଜୀବନ ନଷ୍ଟ ହେବା ପରେ ପାଲ  ଖଣ୍ଡିଏ ପାଇଁ ତହସିଲ…

[ଭିଡିଓ] ତହସିଲଦାର ମ୍ୟାଡାମଙ୍କ ମହିଳାଙ୍କୁ ଦୁର୍ବ୍ୟବହାର !

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ କୌଣସି କାର୍ଯ୍ୟ ପାଇଁ ତହସିଲଦାରଙ୍କୁ ଭେଟିଥିଲେ । ହେଲେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର

କେନ୍ଦୁଝର : ଭିଜାଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର। ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ତହସିଲ ରାଜସ୍ୱ ସୁପରଭାଇଜର ଗିରଫ ହୋଇଛନ୍ତି ।ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ମ୍ୟୁଟେସନ କେସର ଫିଲଡ…

ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳିଦେଲେ ତହସିଲଦାର, ଜାଣନ୍ତୁ କ’ଣ ହେଲା ତାପରେ …

ରାଜସ୍ଥାନ: ରାଜସ୍ଥାନର ସିରୋହି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି । ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳି ଦେଲେ ତହସିଲଦାର । ରେଡ୍ ପାଇଁ ତହସିଲଦାରଙ୍କ ଘରେ ପହଞ୍ଚିଥିଲେ ଆଣ୍ଟି କରପସନ୍ ବ୍ୟୁରୋ ଅଧିକାରୀ । ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ…