କେନ୍ଦୁଝର : ଭିଜାଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର। ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ତହସିଲ ରାଜସ୍ୱ ସୁପରଭାଇଜର ଗିରଫ ହୋଇଛନ୍ତି ।ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ମ୍ୟୁଟେସନ କେସର ଫିଲଡ ଫେରିଫିକେସନ କରି ତହସିଲଦାରଙ୍କୁ ରିପୋର୍ଟ ଦେବା ପାଇଁ ସେ ଲାଞ୍ଚ ନେଉଥିଲେ । ଖବର ପାଇ କେନ୍ଦୁଝର ଭିଜିଲାନ୍ସ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ଗିରଫ କରିଥିଲା।
BREAKING NEWS
- Virat Birthday: ଫିଲ୍ଡରେ ଫିଟ୍ ପାଇଁ କେତେ ପରିଶ୍ରମ କରନ୍ତି କୋହଲି ? ଜାଣିବା ବିରାଟଙ୍କ ଡାଏଟ୍ ଚାଟ୍ …
- Trump Lost Midterm: ମିଡ୍ଟର୍ମରେ କାହିଁକି ହାରିଲା ରିପବ୍ଲିକାନ୍? ଟ୍ରମ୍ପଙ୍କ ୫ଟି ବଡ଼ ଭୁଲ୍! ଜନତା ଦେଲେ ମୁହଁତୋଡ ଜବାବ…
- ବିଶୋଳ ଗାଁରେ ଚଢଉରେ ବଡ଼ ଟ୍ୱିଷ୍ଟ୍: ଇଶ୍ୱର ବିନ୍ଧାଣୀକୁ ୧୭ ଘଣ୍ଟା ଘାଣ୍ଟିଲା ଇଡି; ହେଲେ ବାନ୍ଧିଲା ବନ ବିଭାଗ
- ଚାକିରୀ ନଥିବାରୁ ସ୍ୱାମୀ ପାଲଟିଗଲା ସାଇକୋ, ସ୍ତ୍ରୀର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା, ଗିରଫ କଲା ପୋଲିସ
- ଆନ୍ଧ୍ର ପଞ୍ଚାୟତ ନିର୍ବାଚନ; ଭୋଟ୍ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର
- ୟୁଏସ୍ ମିଡ୍ଟର୍ମ ନିର୍ବାଚନ ୨୦୨୬: ୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରି ବି ଫେଲ୍ ଏଲନ୍ ମସ୍କ, ଏବେ ସାମ୍ରାଜ୍ୟ ଉପରେ ଡେମୋକ୍ରାଟ୍ସଙ୍କ ନଜର
- ତେଲେଙ୍ଗାନାରେ ଅଘଟଣ, ମତ୍ସ୍ୟଜୀବୀଙ୍କୁ ବଂଚାଇବାକୁ ଯାଇ ଉଦ୍ଧାରକାରୀ ଟିମ୍ ନିଖୋଜ୍
- ପୁଣି ଆସୁଛି ଆଉ ଗୋଟେ ବାତ୍ୟା! ସତ ହେଉଛି ପାଞ୍ଜି ଗଣନା
- ରାଜଧାନୀରେ ଆଜିଠୁ ୪ଦିନ ବାଣ ବିକ୍ରି, ଫୁଟାଇବା ଅବଧି ମାତ୍ର ୨ଘଂଟାରେ ସୀମିତ: OSPCB
- ବାଲିଯାତ୍ରା ପ୍ଲଟ୍ ନିଲାମ ପ୍ରକ୍ରିୟା: ବର୍ଗଫୁଟ ପିଛା ୧୩୦୦ ଟଙ୍କା ଛୁଇଁଲା ଦର
Comments are closed.