Latest Odisha News

BREAKING NEWS

Browsing Tag

taj mahal

ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି

ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ…

ତାଜମହଲରେ ବୋମା ଥିବା ନେଇ ଫେକ୍ ଫୋନ୍ କଲ୍, ଅଭିଯୁକ୍ତ ଗିରଫ

ଆଗ୍ରା: ତାଜମହଲରେ ବମ୍ ଥିବା ନେଇ ଫେକ୍ ଫୋନ୍ କଲ୍ । କେହି ଜଣେ ତାଜମହଲରେ ବମ୍ ଥିବା ଫୋନ୍ କରି ସୂଚନା ଦେଇଥିଲା । ଏହାପରେ ପର୍ୟ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତାଜମହଲ ପରିସରରୁ ପର୍ଯ୍ୟଟକଙ୍କୁ ବାହାର କରିଥିଲା ସିଆଇଏସଏଫ୍ । ଦୁଇଟିଯାକ ଗେଟକୁ ବନ୍ଦ କରି ଦିଆଯାଇଥିଲା । ଦୁଇ…

୩ଲକ୍ଷରୁ ଅଧିକ ଦିଆସିଲି କାଠିରେ ତାଜମହଲ ତିଆରି କଲେ ବଙ୍ଗଳା ଯୁବତୀ

ପଶ୍ଚିମବଙ୍ଗ:  ନାଡିଆ ଜିଲ୍ଲାର ୨୨ ବର୍ଷୀୟା ଜଣେ ଯୁବତୀ ୩ଲକ୍ଷରୁ ଅଧିକ ଦିଆସିଲି କାଠି ବ୍ୟବହାର କରି ତାଜମହଲର ଏକ ପ୍ରତିରୂପ ତିଆରି କରିଛନ୍ତି । କୃଷ୍ଣନଗରର ଘର୍ନି ଅଞ୍ଚଳର ସାହେଲି ପାଲ, ଇରାନର ମେସାମ ରହମାନୀଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, ଯିଏ ୨୦୧୩…

ଜୁଲାଇ ୬ରୁ ପର୍ଯ୍ୟଟନ ସ୍ଥଳୀରୁ ଖୋଲିପାରେ ତାଲା

ନୂଆଦିଲ୍ଲୀ: ଟ୍ରାକକୁ ଫେରିବ ଦେଶରେ ପର୍ଯ୍ୟଟନ ଶିଳ୍ପ । କରୋନା ଭାଇରସ୍ ଯୋଗୁ ବନ୍ଦ ଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଥରେ ଚଳଚଞ୍ଚଳ ହେବ । ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ…

ପର୍ଯ୍ୟଟକଙ୍କ ପାଇଁ ରାତିରେ ଖୋଲା ରହିବ ତାଜମହଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସ୍ଵର୍ଯ୍ୟାସ୍ତ ପରେ ମଧ୍ୟ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ରଖିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଏହାକୁ ଦିନ ୧୦ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଖୋଲା ରଖାଯାଉଛି । "ରାତ୍ରୀ ସମୟରେ ତାଜମହଲକୁ ଖୋଲା ରଖିବା ପାଇଁ ଆମ ପାଖକୁ ଅନେକ ଅନୁରୋଧ ଆସୁଛି ।…