ମରିବି ପଛେ ଶାଶୁ ଘର ଛାଡି ଯିବିନି…
ବ୍ରହ୍ମପୁର: ଗ୍ରୀଲ ଭାଙ୍ଗି ତପସ୍ୱିନୀଙ୍କୁ ଶାଶୂଘରକୁ ପ୍ରବେଶ କରାଇଲେ ମହିଳା । ହେଲେ ଶାଶୂଘର ଏରୁଣ୍ଡି ବନ୍ଧ ଡେଇଁ ପାରୁ ନାହାନ୍ତି ଘରର ବୋହୂ । ସ୍ୱାମୀ ଓ ପରିବାର ଲୋକଙ୍କ ଗହଣରେ ଦିନ କାଟିବା ବଦଳରେ ଗ୍ୟାରେଜରେ ଦିନରାତି କାଟୁଛନ୍ତି । ମଝିରେ ବଡ଼ ଲକ୍ଷ୍ମଣରେଖା ଟଣା ହୋଇଛି । ଆଉ ସେହି…