Latest Odisha News

BREAKING NEWS

Browsing Tag

Teacher Strike

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ସୋମବାର ଦିନ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୦୨୨ ଅକ୍ଟୋବର ୧୫ରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ…

ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ, ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକ ନିୟମିତ ହେବେ । ଏନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ରାଜ୍ୟରେ ୧୮ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହେବେ ।…

ଡିସେମ୍ବର ୨୦ ଯାଏ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଲୋୟର ପିଏମଜିରୁ ହଟିବେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ । ଡିସେମ୍ବର ୨୦ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ପାଇଁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଆନ୍ଦୋଳନ ସ୍ଥଗିତ ନେଇ ସଂଘ ନିଷ୍ପତ୍ତି ନେଇଛି । ୨୭ ତାରିଖ…

‘ରାଜରାସ୍ତାରେ ଶିକ୍ଷକ, ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମନ୍ତ୍ରୀ’: ମୋହନ ମାଝୀ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତି ବିଧାନସଭାରେ ରୁଲିଂ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ…

ରାଜଧାନୀରେ ଗର୍ଜିଲେ ପ୍ରାଥମିକ ଶିକ୍ଷକଙ୍କ ସହ ଅମଲା ସଂଘ

ଭୁବନେଶ୍ୱର: ଲୋୟର ପିଏମଜିରେ ହଜାର ହଜାର ପ୍ରାଥମିକ ଶିକ୍ଷକ ବିଶାଳ ବିକ୍ଷୋଭ କରିଛନ୍ତି । ଶିକ୍ଷା ସହାୟକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକଙ୍କ ପ୍ରଥମ ୬ ବର୍ଷକୁ ଚାକିରି କାଳ ସହ ଗଣନା କରାଯାଉ । ଏଥିସହ ୬ଟି ଇଙ୍କ୍ରିମେଣ୍ଟ କରାଯାଉ । ସମସ୍ତ ଠିକା ନିଯୁକ୍ତିକୁ ଉଚ୍ଛେଦ କରି କେନ୍ଦ୍ରୀୟ…