Latest Odisha News

BREAKING NEWS

Browsing Tag

Teacher

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ୱାସ, ମୋ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଜି…

ଶିକ୍ଷକଙ୍କ ଇଚ୍ଛା ପୂରଣ କଲେ ପ୍ରଧାନମନ୍ତ୍ରୀ, ‘ଅଳ୍ପ ସମୟର ଭେଟଘାଟ କିନ୍ତୁ ବହୁତ ଖୁସି’

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଶିକ୍ଷକ ଜଗଦୀଶ ନାୟକଙ୍କ ଫଟୋ (88) ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ନାଭସାରି ଗସ୍ତ ସମୟର। ଫଟୋରେ ଦେଖାଯାଉଥିବା ବୃଦ୍ଧ ଜଣଙ୍କ ଜଗଦୀଶ ନାୟକ । ଯିଏକି ଏକଦା ଶିକ୍ଷକ…

ଜମ୍ମୁ ଓ କାଶ୍ମୀରରେ ମୁଣ୍ଡରେ ତିଳକ ଲଗେଇବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ଶିକ୍ଷକ

ରଜୌରି: ସ୍କୁଲକୁ ମୁଣ୍ଡରେ ତିଳକ ଲଗେଇ ଯିବାରୁ ମାଡ଼ ଖାଇଲେ ଛାତ୍ରୀ । ଏହି ଘଟଣରେ ଗୋଟିଏ ହିନ୍ଦୁ ପରିବାର ରଜୌରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପ୍ରାଥମିକ କାର୍ଯ୍ୟାନୁଷ୍ଠାନରେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନେ ଝିଅକୁ ତିଳକ ଲଗାଇ…

ସରକାରୀ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ !

ଖୋର୍ଦ୍ଧା: କଳାହାଣ୍ଡିରୁ ରାଜଧାନୀ ଭୂବନେଶ୍ୱରକୁ ଆସୁଥିଲା ଏକ ନାଇଟ୍ କୋଚ୍ ବସ୍ । ହଠାତ୍ ଭୋର୍ ସମୟରେ ଚିତ୍କାର କରିଉଠିଥିଲେ ଜଣେ ଯୁବତୀ । କେହି କିଛି ବୁଝିବା ପୂର୍ବରୁ ଯୁବତୀ ଜଣକ ରୁଦ୍ର ରୂପ ଧାରଣ କରିଥିଲେ । ମାମଲା ବୁଝିବା ପାଇଁ ଗାଡି ଅଟକାଇଥିଲେ ବସ୍ କର୍ମଚାରୀ । ଶେଷରେ ଯେଉଁ…