Latest Odisha News
Browsing Tag

Telecom

ଦେଶର ୧୭ଟି ସହରରେ ଭୋଡାଫୋନ୍ ଆଇଡିଆର ୫ଜି ସେବା ଆରମ୍ଭ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (Vi) ଭାରତରେ ୫ଜି ସେବା ଆରମ୍ଭ କରିଛି | ଏକ ରିପୋର୍ଟ ମାଧ୍ୟମରେ ଏହି ସୂଚନା ସାମ୍ନାକୁ ଆସିଛି। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଏବଂ ନୂଆଦିଲ୍ଲୀ ସମେତ ଦେଶର ୧୭ଟି ସହରର ସିଲେକ୍ଟ ସର୍କଲରେ ଏହାର ୫ଜି ସେବା…

ବିଏସଏନଏଲର ଧମକା ଅଫର୍: ୧୯୯୯ ଟଙ୍କାରେ ୬ ମାସ ପାଇଁ ଦ୍ରୁତ ଇଣ୍ଟରନେଟ୍ ଉପଲବ୍ଧ

ନୂଆଦିଲ୍ଲୀ: ବିଏସଏନଏଲ ଦ୍ୱାରା ବଜାରରେ ନୂତନ ପ୍ଲାନ୍ ମଧ୍ୟ ଆରମ୍ଭ କରାଯାଇଛି। କମ୍ପାନୀ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ନଜରରେ ରଖି ଅଫର ଆଣିଛି | କମ୍ପାନୀ ବ୍ୟବହାରକାରୀଙ୍କୁ ୬ ମାସ ପାଇଁ ଇଣ୍ଟରନେଟ୍ ଯୋଗାଉଛି | ଭାରତ ଫାଇବର ପ୍ଲାନ୍ ରେ ୧୩୦୦ ଜିବି ହାଇ ସ୍ପିଡ୍ ଡାଟା ଦିଆଯାଉଛି |…

ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଞ୍ଚିଛି । ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର,…

ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ : ଓଡିଶା ପୋଲିସ୍

ଭୁବନେଶ୍ୱର: ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବାକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ ଘୋଷଣା କରାଯାଇଥିବାରୁ ଏହି କ୍ଷେତ୍ରକୁ ସରକାରଙ୍କ ନିର୍ଦ୍ଦେଶିତ କରୋନା ଲକ୍‌ଡାଉନ୍ କଟକଣାରୁ ମୁକ୍ତ ରଖାଯାଇଥିବା ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପି,…

କରୋନା ପରିପ୍ରେକ୍ଷୀରେ ଟେଲିକମ ସେବା ଜାରି ରଖିବାକୁ କମ୍ପାନୀଙ୍କୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ନିରବଚ୍ଛିନ୍ନ ଟେଲି ଯୋଗାଯୋଗ ବ୍ୟବସ୍ଥା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ ଡାଉନ୍…