Latest Odisha News

BREAKING NEWS

Browsing Tag

TPCODL

ଟିପିଏସ୍ଓଡିଏଲ ପକ୍ଷରୁ ୮ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜୀବନ ଓ ଜୀବିକା କାର୍ଯ୍ୟକ୍ରମ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଡିଜିଟାଲ୍ ସାକ୍ଷରତା ଅଭିଯାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଡିଜିଟାଲ୍ ସାକ୍ଷରତାରେ ଉନ୍ନତି ଆଣିବା ଲାଗି ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ ଅଂଚଳରେ ଡିଜିଟାଲ୍…

ବିଦ୍ୟୁତ୍ କାଟ୍ ପରେ ବିଲିଂରେ ବି ଟାଟା ପାୱାରର ମନମାନି, ଟ୍ୱିଟରରେ ଜବାବ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଥମୁନି ଟାଟା ପାୱାରର ଶୋଷଣ । ଖରା ଦିନେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ହନ୍ତସନ୍ତ କରିଥିଲା । ଏବେ ଟାଟା ପାୱାର ମାସିକ ୩୦ ଦିନକୁ ୪୦ ଦିନ କରି ସାରିଲାଣି । ଏକଥା ଆମେ କହୁନୁ ବରଂ ଟାଟା ପାୱାର ଗ୍ରାହକଙ୍କୁ ଦେଉଥିବା ବିଦ୍ୟୁତ୍ ବିଲ୍ କହୁଛି । ଏନେଇ କଟକର ଜଣେ ଗ୍ରାହକ…

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ୫୦୦ କର୍ମଚାରୀଙ୍କୁ ମୁତୟନ କଲା ଟିପିସିଓଡିଏଲ୍

ପୁରୀ: ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସହ ସୁରକ୍ଷା ପ୍ରତି ଧ୍ୟାନ ଦେଇଛି ଟିପିସିଓଡିଏଲ୍ । ସମସ୍ତ ୩୩ କେଭି ଲାଇନର ରକ୍ଷଣାବେକ୍ଷଣ କରାଯିବା ସହ ବଡ଼ଦାଣ୍ଡ, ସମୁଦ୍ର କୂଳ ରାସ୍ତା, ଭିଆଇପି ରୋଡ୍ ଆଦି ସ୍ଥାନ ମାନଙ୍କରେ ଅନବରତ ବିଦ୍ୟୁତ୍ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି…

ଟିପିସିଓଡିଏଲର ‘ଗାଁକୁ ଚାଲ’ ଅଭିଯାନ; ଅଭିଯୋଗ ଶୁଣାଣି ସହ ଗ୍ରାହକଙ୍କ ନିକଟତର ହେଉଛି କମ୍ପାନୀ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିସିଓଡିଏଲ) ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆରମ୍ଭ ହୋଇଛି । ଗ୍ରାମୀଣ ଅଞ୍ଚଳରେ ପହଞ୍ଚି ବିଦ୍ୟୁତ ସଂଯୋଗ ସଂପର୍କିତ ପ୍ରଶ୍ନ ଓ ଅଭିଯୋଗ, ବିଲ ପେମେ ସଂପର୍କିତ ସ୍ପଷ୍ଟୀକରଣ ଓ ଅଭିଯୋଗ ଏବଂ ଶକ୍ତି ସଞ୍ଚୟ ସଂପର୍କିତ…

ବାତ୍ୟା ପ୍ରବଣ କେନ୍ଦ୍ରାପଡ଼ାରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ ପାଇଁ TPCODLର ବିପର୍ଯ୍ୟୟ ପ୍ରତିରୋଧୀ…

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଅଂଚଳରେ ବିଦ୍ୟୁତ ବଣ୍ଟନ ନେଟଓ୍ୱର୍କକୁ ସୁଦୃଢ଼ କରିବାର ପଦକ୍ଷେପ । ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ପୁରୁଣା ଭିତ୍ତିଭୂମିରେ ଉନ୍ନତୀକରଣ ଲାଗି ବିଭିନ୍ନ…