Latest Odisha News

BREAKING NEWS

Browsing Tag

Traffic fine

‘ହେଲମେଟ୍ ପିନ୍ଧିବିନି କି ଫାଇନ୍ ଦେବିନି’: ଟ୍ରାଫିକ୍ ନିୟମ ଉଲଂଘନକାରୀ

କଟକ: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଣେ ମହିଳା ଟ୍ରାଫିକ୍ ନିୟମ ଭାଙ୍ଗିବା ସହ ସେ ବାବଦୀୟ ଜୋରିମାନା ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି । ଆହୁରି ମଧ୍ୟ “ମୁଁ ହେଲମେଟ୍ ପିନ୍ଧିବିନି ମି…

ଆଜିଠୁ ଟ୍ରାଫିକ୍ ନିୟମ କଡାକଡି; ଉଲଂଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଡିସେମ୍ବର ୧ ତାରିଖ ତଥା ଆଜିଠାରୁ ସାରା ରାଜ୍ୟରେ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଜନ ସାଧାରଣଙ୍କ ପ୍ରବଳ ଭିଡ ଓ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ନିକଟ ଅତୀତରେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଠିକ…

ମାତ୍ର ୫୦୦ ଟଙ୍କାକୁ କମିଲା ହେଲମେଟ୍ ଫାଇନ୍; ଗୁଜୁରାଟ ସରକାରଙ୍କ ବଡ ନିଷ୍ପତ୍ତି

ଅହମ୍ମଦାବାଦ: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ ଟ୍ରାଫିକ୍ ଉଲଘଂନକାରୀଙ୍କୁ କଡାକଡି ଭାବେ ଫାଇନ୍ ଆଦାୟ କରାଯାଉଥିବା ବେଳେ ଗୁଜୁରାଟରେ ଟ୍ରାଫିକ୍ ଫାଇନରେ ପରିବର୍ତ୍ତନ କରିଛନ୍ତି ସରକାର । ଗାଡି ଚାଳକ ହେଲମେଟ୍ ଓ ସିଟ୍ ବେଲ୍ଟ ନପିନ୍ଧିଥିଲେ ସେମାନଙ୍କ ଠାରୁ ଏବେ ୫ଶହ ଟଙ୍କା…

ଟ୍ରାଫିକ ଜୋରିମାନା କୋହଳ କରିବାନେଇ ଇଙ୍ଗିତ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଯାନବାହନ ଆକ୍ଟ ୨୦୧୯ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରୀଙ୍କଠୁ ଜୋରଦାର୍ ଜୋରିମାନା ଆଦାୟ କରାଯାଉଛି, ସାଧାରଣ ମୋଟର ଚାଳକମାନଙ୍କ ପ୍ରତି ଏହା ଅତିରିକ୍ତ ହୋଇଯାଉଥିବା ସାଧାରଣରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଙ୍ଗଳବାର ଦିନ ଏସମ୍ପର୍କରେ…