ବାରାଣାସୀରେ ଗଙ୍ଗା ଆରତୀବେଳେ ହୀରାବେନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି
ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଦେହାନ୍ତ ଖବର ସାରା ଦେଶକୁ ଦୋହଲାଇ ଦେଇଥିଲା । ଗତକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସନ୍ଧ୍ୟାରେ ବାରାଣାସୀରେ ଗଙ୍ଗା ଆରତୀ ବେଳେ ହୀରବେନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି ।
ବିଶ୍ୱ ପ୍ରସିଦ୍ଧ ମା ଗଙ୍ଗାଙ୍କ…