Latest Odisha News

BREAKING NEWS

ଟ୍ୱିଟ୍ ଜରିଆରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୋଦୀ ନିଜ ଟ୍ୱିଟ ଜରିଆରେ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ ଜଣାଇଛନ୍ତି ।

ଇନ୍ଦିରା ୧୯୧୭ ନଭେମ୍ୱର ୧୯ ତାରିଖରେ ଆହ୍ଲାବାଦଠାରେ କାଶ୍ମୀରି ପଣ୍ଡିତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଝିଅ । ହେଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତାଙ୍କୁ ଝିଅ ବୋଲିବାରୁ ସେ ନିଜ ନାଁ ଇନ୍ଦିରା ଗାନ୍ଧୀ ଲେଖୁଥିଲେ । ଜାତୀୟ କଂଗ୍ରେସ ସେ ସାମିଲ ହୋଇ ରାଜନୀତିକୁ ଆସିଥିଲେ । ଅନେକ ପଦ ପଦବୀରେ ରହିବା ପରେ ସେ ୧୯୬୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ।

Leave A Reply

Your email address will not be published.