Latest Odisha News

BREAKING NEWS

Browsing Tag

Two dead

ଟ୍ରକକୁ ପିଟିଲା ବାଇକ୍, ୨ ବାଇକ୍‌ ଆାରୋହୀ ମୃତ

ସୁବର୍ଣ୍ଣପୁର : ପାଣିସିଆଲି ଛକ ନିକଟରେ ବଡ଼ ଅଘଟଣ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବାଇକ୍ l ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି  l ମୃତକ ଦୁଇଜଣ ହେଲେ ବାବୁପାଲି ଗାଁର ସରୋଜ ଭୋଇ ଏବଂ ଅଏଁଲାପାଲି ଗାଁର ଟୁନା ଷାଣ୍ଡ । ଉଭୟ ସ୍ଥାନୀୟ ଏକ ଗୋଦାମରେ ଶ୍ରମିକ…

ଝାଡ଼ାବାନ୍ତିରେ ଆଇ, ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼…

ବିଲରୁ ସନ୍ଦିଗ୍ଧ ଅବସ୍ଥାରେ ୩ ନାବାଳିକା ଉଦ୍ଧାର, ୨ ମୃତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କାନପୁର: ପୁଣି ଉତ୍ତରପ୍ରଦେଶ ଉନ୍ନାଓରେ ଦଳିତ ନାବାଳିକାଙ୍କ ମୃତ୍ୟୁ । ବୁଧବାର ଉନ୍ନାଓର ଅସୋହାର ଚାଷ ଜମିରୁ ୩ ଜଣ ନାବାଳିକା ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସେଥି ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଟିକିତ୍ସା କାନପୁର ରିଜେନ୍ସି ମେଡିକାଲରେ ଚାଲିଛି…

ରାସ୍ତାକଡ଼ ଘର ଭିତରେ ପଶିଗଲା ପିକ୍‌ଅପ୍ ଭ୍ୟାନ୍‌, ଦୁଇ ଜଣଙ୍କର ମୃତ୍ୟୁ

ନବରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଭିତରେ ପଶିଗଲା ପିକଅପ୍ ଭ୍ୟାନ୍ । ନିଆଁ ପୁଇଁ ହେଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା । ଏଥିରେ ଦୁଇ ଜଣଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ।…

ବିଦ୍ୟୁତ ଆଘାତରେ ଶ୍ୱଶୂର-ବୋହୂ ମୃତ

ରାୟଗଡ଼ା: ଅଶୁଭ ଶନିବାର । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ଜଣଙ୍କର ଅକାଳ ବିୟୋଗ । ଶ୍ୱଶୂର ଓ ବୋହୂଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡ଼ା ଗାଁରେ । ମୃତକମାନେ ହେଲେ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା…