Latest Odisha News

BREAKING NEWS

Browsing Tag

Udhaba thakrey

ଭାଷାକୁ ନେଇ ୨ ରାଜ୍ୟ ମଧ୍ୟରେ ସୀମା ଯୁଦ୍ଧ, ନେତା କହିଲେ- ‘କର୍ଣ୍ଣାଟକରେ ମିଶିବ ମୁମ୍ବାଇ’

ନୂଆଦିଲ୍ଲୀ: ମହାରାଷ୍ଟ୍ର-କର୍ଣ୍ଣାଟକ ୨ ରାଜ୍ୟ ମଧ୍ୟରେ ସୀମା ବିବାଦ ନେଇ ନେତାଙ୍କ ବୟାନ ବାଜି ତେଜିବାରେ ଲାଗିଛି । ମହାରାଷ୍ଟ୍ର ସୀମାକୁ ଲାଗି ରହିଥିବା କର୍ଣ୍ଣାଟକର ମରାଠୀ ଭାଷାଭାଷୀ ଅଞ୍ଚଳ ବାସୀଙ୍କ ଉପରେ ଅତ୍ୟାଚାର କରାଯାଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଭିଯୋଗ…

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ,…

କଙ୍ଗନାଙ୍କ ନାଁରେ ପୁଣି ମାମଲା

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି କଙ୍ଗନାଙ୍କ ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଲାଗିଛି । କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ କରିଛନ୍ତି । ଏନେଇ ଆଜି କଙ୍ଗନାଙ୍କ ନାଁରେ ମୁମ୍ବାଇର ବିକ୍ରୋଲି…

ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମନାଲିରୁ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ପହଂଚିଛନ୍ତି । ଏହାପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ଟ୍ୱିଟ୍ କରି ତାଙ୍କ କ୍ରୋଧ ଜାହିର କରିଛନ୍ତି । କଙ୍ଗନା ନିଜର ଏକ ଭିଡିଓ ସେୟାର…