Latest Odisha News

BREAKING NEWS

Browsing Tag

unique tradition

ଭିନ୍ନ ଏକ ପରମ୍ପରା, ମାଣିକେଶ୍ୱରୀ ପୀଠରେ ଦେବୀଙ୍କ ମୁଣ୍ଡବସା ପର୍ବ

ରାୟଗଡ଼ା: ଏକଦା କଳାହାଣ୍ଡି ଗଡ଼ଜାତର ଏକ ଜମିଦାରୀ ଅଞ୍ଚଳ ଥିବା କାଶୀପୁରକୁ ପ୍ରଶାସନିକ ସୁବିଧା ନିମନ୍ତେ ୧୯୬୨ ମସିହାରେ କଳାହାଣ୍ଡି ଜିଲ୍ଳାରୁ ଅଲଗା କରି ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମିଶାଇ ଦିଆଗଲା । ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ୪ ଭାଗ…

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…