Latest Odisha News

BREAKING NEWS

Browsing Tag

Unit-1 Market

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୯ଟି ଦୋକାନ ଘର

ଭୁବନେଶ୍ୱର: ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଲା ନିଆଁ । ଗତକାଲି ରାତି ପାଖାପାଖି ୧୦ଟା ୫୦ ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଛି ଆଉ ୬ଟି ଦୋକାନ ଆଂଶିକ ପ୍ରଭାବିତ ହୋଇଛି । ଖବର ପାଇ ଘଟାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ବନ୍ଦ ହେଲା ଭୁବନେଶ୍ୱରର ଏକ ନମ୍ବର ହାଟ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଆଜି ବିଏମସି ପକ୍ଷରୁ ଆଜି ୧ ନମ୍ବର ହାଟକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ…

ଏକ ନମ୍ବର ହାଟ ପାଇଁ ନୂଆ ସମୟ, ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ ହୋଲସେଲ ବେପାର

ଭୁବନେଶ୍ୱର: କରୋନା ସମୟରେ ଭିଡକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟରେ ହୋଲସେଲ ବ୍ୟବସାୟର ସମୟକୁ ପରିବର୍ତ୍ତନ କରାଯାଇଛି । ଭୁବିନେଶ୍ୱର ମହାନଗର ନିଗମ, କମିଶନରେଟ୍ ପୋଲିସ ଓ ବ୍ୟବସାୟଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ…