Latest Odisha News

BREAKING NEWS

Browsing Tag

Unlock 2.0

ସାପ୍ତାହିକ ସଟଡ଼ାଉନରେ ସାମିଲ୍ ହେଲା ଆଉ ଏକ ଜିଲ୍ଲା

ରାୟଗଡ଼ା: ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଜୁଲାଇ ମାସରେ ସାପ୍ତାହିକ ସଟଡ଼ାଉନ କରିବା ନେଇ ଗୁରୁବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କରୋନା ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଓ ସଂଗରୋଧ ଜରୁରୀ ହୋଇପଡ଼ିଛି ଏବଂ ଏହି କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ଅନଲକ୍ ୨.୦ରେ କ’ଣ ସବୁ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଅନଲକ୍ ୨.୦ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଜୁଲାଇ ୧ ତାରିଖ ଅର୍ଥାତ୍ ବୁଧବାର ଦିନ ଠାରୁ ଏହି ଗାଇଡ଼ଲାଇନ୍ ପାଳନ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଆସନ୍ତା ଜୁଲାଇ…

ଓଡ଼ିଶାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟ ସରକାର ଅନଲକ୍ ୨.୦ ଗାଇଡ଼ଲାଇନ୍ ଘୋଷଣା କରିବା ସହିତ ଜୁଲାଇ ମାସରୁ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଚାଲିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ,…

ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, କଲେଜ, ବନ୍ଦ ହେବ କ୍ୱାରେଂଟିନ୍ ସେଣ୍ଟର

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ଦେଶରେ ଜାରି ହୋଇଛି ଅନ୍‌ଲକ-୨ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ଖୋଲିବନି ସ୍କୁଲ, କଲେଜ ଖୋଲିବ ନାହିଁ। ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ,…

ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି । Prime Minister @narendramodi will address the…